କ୍ୟାପଟେନ ସର୍ଭିସେସ ନାମକ ଆପ (app )ର ଶୁଭ ଉଦଘାଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଗାୟତ୍ରୀ ଗେଷ୍ଟ ହାଉସ ର ସମ୍ମିଳନୀ କକ୍ଷରେ ବ୍ରହ୍ମପୁର ବିଧାୟକ K. ଅନିଲ କୁମାର ଙ୍କ କରକମଳରେ କ୍ୟାପଟେନ ସର୍ଭିସେସ ନାମକ ଆପ (app )ର ଶୁଭ ଉଦଘାଟନ କରିଛନ୍ତି।
କ୍ୟାପଟେନ ହେଉଛି ଏକ ଟେକନୋଲୋଜି ପ୍ଳାଟଫର୍ମ ଯାହା ଗ୍ରାହକଙ୍କ ଘର ନିକଟରେ ବିଭିନ୍ନ ସେବା ପ୍ରଦାନ କରିଥାଏ.। ବିଭିନ୍ନ ପ୍ରକାର ବିଦ୍ୟୁତ ଉପକରଣ, ବଢ଼େଇ କାମ, ଘର ରଙ୍ଗ କରିବା, ପ୍ଲମ୍ବିଙ୍ଗ,ଭଳି ବିଭିନ୍ନ ପ୍ରକାର ସେବା କୁସଳି କାରିଗର ଙ୍କ ଦ୍ୱାରା ଖୁବ କମ ସମୟ ଓ ସ୍ୱଳ୍ପ ମୂଲ୍ୟରେ ଯୋଗାଇଦିଆଯିବ।ଯେଉଁ ଆପ (app )ଆସନ୍ତା ମେ ମାସ 1 ତାରିଖରେ ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ। ଉକ୍ତ କାର୍ଯ୍ୟକ୍ରମ ରେ D. କ୍ରିଷ୍ଣା ମୋହନ., P ରାହୁଲ ନାଇଡ଼ୁ, ସୁମନ ପାତ୍ର ଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )