October 23, 2025
Home » ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ

0
WhatsApp Image 2025-09-05 at 5.40.40 PM

 

ପୋଖରୀକୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଦୁଇ ଭାଇ ମୃତ୍ୟୁ ଘଟିଛି ।କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଏଭଳି ଅଭାବନୀୟ ଅଘଟଣ ଘଟିଯାଇଛି।ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଶବ ଉଦ୍ଧାର କରିଛି।
ମୃତ ୨ ଭାଇ ହେଲେ ରାଧାକାନ୍ତ ରଣା (୧୨) ଓ ସୀତାକାନ୍ତ ରଣା (୯) ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ମୃତ ୨ ଭାଇଙ୍କୁ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇଁ ଗ୍ରାମରେ ଏବେ ଶୋକର ଛାୟା ଖେଳି ଯାଇଛି।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *