July 1, 2025
Home » ଗୋଡ଼ଭଗା-ବିଶାଳପାଲି ରାସ୍ତା ମରଣଯନ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା, ମରାମତି ପାଇଁ ଦାବି

ଗୋଡ଼ଭଗା-ବିଶାଳପାଲି ରାସ୍ତା ମରଣଯନ୍ତା, ପ୍ରତିଦିନ ଘଟୁଛି ଦୁର୍ଘଟଣା, ମରାମତି ପାଇଁ ଦାବି

0
WhatsApp Image 2025-06-30 at 12.22.09 PM

ସୁବର୍ଣ୍ଣପୁର: ୫୩ନଂ. ରାଜ୍ୟ ରାଜପଥ ଯାତ୍ରୀଙ୍କ ପାଇଁ ଏବେ ମରଣଯନ୍ତା ସାଜିଛି l ଗୋଡ଼ଭଗା-ବିଶାଳପାଲି ଦେଇ ଯାଇଥିବା ରାଜ୍ୟ ରାଜପଥ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଗ୍ରାମ ପଞ୍ଚାୟତ ମଣିଗାଁ ଠାରେ ପ୍ରାୟ ୨ ମିଟରର ଗର୍ତ୍ତ ସୃଷ୍ଟି ହୋଇଛି ।ଯାହାଦ୍ୱାରା ଦୈନନ୍ଦିନ ଏହି ରାସ୍ତା ରେ ଜନସାଧାରଣ ଯିବା ଆସିବା କରୁଥିବା ରୁ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ଏହାର ତୁରନ୍ତ ମରାମତି କରିବାକୁ ସାମାଜିକ କର୍ମୀ ସର୍ଜନ ପାଣ୍ଡେ ଓ ତରଣୀସେନ ସେଠୀ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *