July 5, 2025
Home » ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ରେ ଆବାସ ଯୋଜନା କାହା ସ୍ବାର୍ଥରେ -?

ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ରେ ଆବାସ ଯୋଜନା କାହା ସ୍ବାର୍ଥରେ -?

0
WhatsApp Image 2025-02-09 at 1.54.02 PM

ଫୁଲବାଣୀ ଇ ପି ଏ – ଓଡ଼ିଶା ରେ ଦୀର୍ଘ ୨୪ ବର୍ଷ ସୁଶାସନ କାଳରେ ବିଜେଡି ସୂପ୍ରିମୋ ତଥା ପ୍ରିୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅମଳରେ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଲକ ରେ କେମିତି ଚାଲିଥିଲା ପଲ୍ଲୀସଭା ସେ ନେଇ ଚିନ୍ତାରେ ବିଜେପି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର,କିଛି ମିଛ ହୋଇଥିଲେ ବି ସତ। ଟିକାବାଲି ବ୍ଲକ ର ଯେଉଁ ପଞ୍ଚାୟତ ରେ ଇନ୍ଦିରା ଆବାସ ଯୋଜନା ଉଆସରେ ନିର୍ମାଣ ହୋଇଛି,ଏବେ ଦେଖିବାକୁ ଧନିଆ ଲୋକ ( ଥିଲା ବାଲା ହିଁ ଆବାସ ଯୋଜନା ପାଇବ,ଘର ସରିଗଲେ ତାଲା ପକାଇବା ନତୁବା ଭଡ଼ାରେ ଦେବ ) ଗୋଟିଏ ଆବାସ ଯୋଜନା ଗୃହ ରେ ଦୁଇ ପଟେ ଫଳକ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ସତ ଯେଉଁ କଥାଚିତ୍ର ରେ ଏ ବି ଡି ଓ ଙ୍କ ତଦନ୍ତ ରେ ଜଣା ପଡ଼େ ‌ହିତାଧିକାରୀ ମୁହଁ ଫଣ କରେ ,କେତେ ଦୂର ସତ କେତେ ଦୂର ମିଛ ସାଧାରଣ ରେ ଚର୍ଚ୍ଚା ହେଉଛି କେତେବେଳେ ସ୍ବାମୀ ସରପଞ୍ଚ ତ କେତେବେଳେ ସ୍ତ୍ରୀ ସରପଞ୍ଚ ତେବେ ଶାସନ ଡୋରି ପରିବାର ମଧ୍ୟରେ ଭିଏଲଡବ୍ଲୁ ଦୁଇ ତିନିଟା ପଞ୍ଚାୟତ ଦାୟିତ୍ଵ ରେ ( ଏ କୁଳର ହେଲି ନାଁ ସେ କୁଳର ହେଲି ଆହାରେ ବିଧାତା ଏ କି କଲୁ ) ନାମକୁ ମାତ୍ର ପଲ୍ଲୀସଭା, ଗ୍ରାମସଭା ଡାକିଥିଲେ ଯିବ ପଚାରିଲେ କହିବ ଜବର ମସ୍ତି କଲେ ପ୍ରକୃତ ହିତାଧିକାରୀ ଙ୍କ ନାମ ଲିଷ୍ଟ ରୁ କଟିଯିବ ଓ ଥିଲା ବାଲା ଲିଷ୍ଟ ପଛରେ ଥିଲେ ମଧ୍ୟ ସେହି ପାଇବ।ଗୃହ ସରିଗଲେ ତାଲା ପକାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ କିମ୍ବା ଭୂବନେଶ୍ଵର ଯିବ ?

ସରପଞ୍ଚ ଙ୍କୁ ଗୁହାରି କଲେ ସରପଞ୍ଚ କହିବ ବିଜେଡି ସରକାର ଆମକୁ କ୍ଷମତା ଦେଉ ନାହାନ୍ତି ଯେ ଆମେ ଇଛା କଲେ ଆବାସ ଯୋଜନା ଗୃହ ଦେଇ ପାରିବୁ,ଆହୁରି କାହାକୁ ସରପଞ୍ଚ କୁହନ୍ତି ଯେ ଏଥର ଲିଷ୍ଟ ରେ ମିଳିବ,ଆର୍ଦ୍ର କୁ ମିଳିବ ତମର ଲିଷ୍ଟ ରେ ଅଛି ଭୁଆଁ ବୁଲେଇବା ଦ୍ଵାରା ( ଆଶା,ଆଶାରେ ହିଁ ରହିବ) କଂଗ୍ରେସ, ବିଜେଡି ସରକାରଙ୍କ ଡିମିଣ୍ଡି ପ୍ରକୃତ ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନା ଗୃହ ଦିଅ କହି ସେତେବେଳେ ବିଜେପି ଦଳର ରଣନୀତି ଓ ରଣହୁଙ୍କାର ସତରେ ବିରୋଧି ଦଳ ଭାବେ ବିଜେପି ଆସିଲେ ପରିବର୍ତ୍ତନ ହେବ,ଏବେ କ’ଣ ସାତ ମାସରେ ବିଜେପି ଦଳର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ( ବିକଶିତ ଗାଁ ବିକଶିତ ଓଡ଼ିଶା) ଆବାସ ଯୋଜନା ଗୃହ ପାଇଁ ସାଧାରଣ ରେ ବେଦରେ ଗାର ହେବ କି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଜଣେ ଜିଲ୍ଲାପାଳ ପ୍ରତି ତିନିରୁ ଚାରି ବର୍ଷ ମଧ୍ୟରେ ବଦଳି ହୁଏ ,ହେଲେ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଚେୟାରମେନ, ବିଧାୟକ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଭାଗ୍ୟରେ ଥିଲେ ଦୁଇ ତିନି ଥର,ନଚେତ ପରିବାର ରାଜନୀତି କ୍ଷମତା ଦରକାର ମିଠା କଥାରେ ସୁଆଦ ଅଛି,ଆଶାରଖି ଭୋଟ ଦେଇଥିଲେ ବୁଣୀଥିଲେ କାଟି, ସାଧାରଣ ରେ ଚର୍ଚ୍ଚା ହେଉଛି ଚେୟାରମେନ, ବିଧାୟକ, ସରପଞ୍ଚ ଙ୍କ ଭାଷଣ ଶୁଣିଲେ ଜଙ୍ଗଲ ବାଘ ଗାଁ କୁ ଆସେ ଭାଷଣ ଭାଷଣରେ ସିଂହ ଭାଗ ହାତରେ ଥାଏ।ଲେଖିଲେ ୫୦,୧୦୦,୨୦୦,୫୦୦,ଟଙ୍କା ଦେଇ ଭାଇ ଭାଇ କହି ସାଉଁଳି ଦିଅନ୍ତି,ସତ ଲେଖିଲେ କ୍ଷମତା ଯୋଗୁଁ ରାଗିଯାଇ ଆବାସ ଯୋଜନା ଗୃହ କାଟି ଦିଅନ୍ତି, ଲେଖା ଅଭିଯୋଗ କରୁଥିଲେ ସରକାର ଶୁଣନ୍ତି, ଏପରି କେତେ ପରିବାର ପରଘରେ ମୁଣ୍ଡ ପୋତି ପରିବାର ନେଇ ଜୀବନ ଜୀବିକା ପ୍ରତିପୋଷଣ କରୁଥିଲେ ମଧ୍ୟ ନାଁ ଏମାନଙ୍କ ପାଇଁ ସରପଞ୍ଚ ପାଖରେ କ୍ଷମତା ଅଛି ନାଁ ବି ଡି ଓ ଙ୍କ ପାଖରେ ସମୟ ଅଛି ଯଦିଓ ଚେୟାରମେନ, ବିଧାୟକ, ସରପଞ୍ଚ କହିଲେ ବି ଡି ଓ ଡିପାଟମେଣ୍ଟ କାର୍ଯ୍ୟାଦେଶ ଦେଇ ବିନା ସୂଚନା ଫଳକ ରେ କାମ ତୂଲାଇ ସିଂହ ଭାଗ ପେଟରେ ପୁରାଇ ପୁଳା,ପୁରା ଭାଷଣ ଦିଅନ୍ତି,ବାୟା ଚଢ଼େଇ ର ବସା ଅଛି କିନ୍ତୁ ଗରିବ ସମସ୍ତ ଙ୍କର ଶାଳି,ସାରା ଦେଶରେ ବିଜେପି ଦଳର ଜୟଗାନ ଓଡ଼ିଶା ମାଟିରେ ବିଜେପି ଦଳର ଆଦିବାସୀ ଭାଇ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜଣେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ର ତିନି ତିନି ଥର ବିଧାୟକ ଏବେ ରାଜ୍ୟର ମୂଖ୍ୟମନ୍ତ୍ରୀ ହେଲେ ବିଜେପି ଦଳର ରଣନୀତି ଦୃନୀତି ହଟାଅ ଦେଶ ବଞ୍ଚାଅ,ନିଜେ ବଞ୍ଚିଲେ ବାପାର ନାଁ, ଡବଲ ଇଞ୍ଜିନି ସରକାର ବରଦାସ କରିନାହି କି କରିବ ନାହିଁ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେବନାହିଁ ବୋଲି ସାଧାରଣରେ ଦାବି ହେଉଛି।

କନ୍ଧମାଳ ଜିଲ୍ଲା ଇ ପି ଏ ରୁ ପ୍ରମୋଦ କୁମାର ନାୟକ ଙ୍କ ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି ରିପୋର୍ଟ

Leave a Reply

Your email address will not be published. Required fields are marked *