‘ଚଇତି – ୨୦୨୪’ ପାଳନ ପାଇଁ ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଭୂମିପୂଜନ

ରାୟଗଡ଼ ଜିଲାସ୍ତରୀୟ ଲୋକମହୋତ୍ସବ ‘ଚଇତି – ୨୦୨୪’ ପାଳନ ନିମନ୍ତେ ଆଜି ତା ୧୪-୧୨-୨୦୨୪ ରିଖରେ ଜିସିଡି ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଭୂମିପୂଜନ ହୋଇଯାଇଛି ।
ଏହି ଅବସରରେ ରାୟଗଡ଼ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ପ୍ରକଳ୍ପ ନିର୍ଦେଶକ ଜଳବିଭାଜିକା ମିଶନ, ଡ଼ଃ ଦୟାନିଧି ବାଗ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ,ଜିଲ୍ଲା ସଂସ୍କୃତି ଅଧିକାରୀ, ସୁଶ୍ରୀ ସୁସ୍ମିତା ବାଉରୀ, ଓରମାସ କାର୍ଯ୍ୟକାରୀ ଲେଖାପାଳ ଜି ଲକ୍ସମଣ ଏବଂ ଅନ୍ୟାନ୍ୟ ଜିଲ୍ଲା ଅଧିକାରୀ, କାର୍ଯ୍ୟକାରୀ ସଂସ୍ଥା ହରଗୌରୀ ଟେଣ୍ଟ ହାଉସର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )