October 24, 2025
Home » ଚାରି ଚକିଆ ଯାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଚାରି ଚକିଆ ଯାନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

0
WhatsApp Image 2024-12-26 at 5.36.26 PM

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ନିକଟ ମିଲ ସମ୍ମାନରେ ଏକ ଚାରି ଚକିଆ ଯାନ ଧକ୍କାରେ ବାଇକ ଆରୋହୀଙ୍କ କାଣ୍ଡାକରା ଗ୍ରାମର ରାମଚନ୍ଦ୍ର କାଡ୍ରାକା(୩୦) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ରାମଚନ୍ଦ୍ର କୌଣସି କାର୍ଯ୍ୟରେ ଶିକରପାଇ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡିର ଧକ୍କାରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ଷତି ପୁରାଣ ଦାବିରେ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ । ସୂଚନାଯୋଗ୍ୟ କି ଯେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ନୀଳକଣ୍ଠ ବେହେରା ଓ ଏସଆଇ ଶିଵ ସାହୁ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସତ୍ତ୍ୱେ ଘଟଣା ସ୍ଥଳରୁ ଗାଁ ଲୋକେ ହଟି ନଥିଲେ ।

rayagada ru tirumala pattanayak nka report

Leave a Reply

Your email address will not be published. Required fields are marked *