July 27, 2025
Home » ଚିକିତ୍ସl ପାଇଁ ଯିବେ ନବୀନ

ଚିକିତ୍ସl ପାଇଁ ଯିବେ ନବୀନ

0
vlcsnap-2025-06-18-18h08m08s35

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନl -ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ହେବ ଅସ୍ତ୍ରୋପଚାର -ସର୍ଭାଇକାଲ ଆର୍ଥ୍ରାଇଟିସରେ ପୀଡ଼ିତ ନବୀନ ପଟ୍ଟନାୟକl -ଡକ୍ଟର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହେବ ଚିକିତ୍ସାl -ଜୁନ୍‌ ୨୨ରେ ନବୀନଙ୍କଠାରେ ହେବ ଅସ୍ତ୍ରୋପଚାର
l ଓଡ଼ିଶାବାସୀଙ୍କ ଆଶୀର୍ବାଦ କାମନା କଲେ ନବୀନl ଖୁବ୍‌ ଶୀଘ୍ର ଫେରି ଆପଣମାନଙ୍କ ସେବା ଜାରି ରଖିବି: ନବୀନ

Leave a Reply

Your email address will not be published. Required fields are marked *