July 1, 2025
Home » ଚେରିତୋଳ ବାଲିଯାତ୍ରା ଉଦଘାଟିତ
WhatsApp Image 2024-11-16 at 5.46.21 AM

ତିର୍ତୋଲ ବ୍ଲକ ମହାନଦୀ ପଠା ଗୋପିଆକୁଦ ଠାରେଐତିହାସିକ ବାଲିଯାତ୍ରା ଉଦଘାଟିତ ହୋଇ ଯାଇଛି, ପୂଜ୍ୟ ପୂଜଜ ବାବା ବଳିଆ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ, ବାଲିଯାତ୍ରା କମିଟିର ସଭାପତି ତଥା ତିର୍ତୋଲ ବିଧାୟକ ପ୍ରଫେସର ରମାକାନ୍ତ ଭୋଇ ଉକ୍ତ ମଞ୍ଚରେ ସଭା ପତିତ୍ୱ କରିଥିଲେ,ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବାଲିଯାତ୍ରା କମିଟି ସମ୍ପାଦିକା ତଥା ତିର୍ତୋଲ ତହସିଲିଦାର କଳ୍ପନା ତାପସ୍ମିନୀ ନାଏକ, ଏରସମା -ବାଲିକୁଦା ବିଧାୟକ ସାରଦା ଜେନା, ତିର୍ତୋଲ ବ୍ଲକ ଅଧକ୍ଷ୍ୟ ମନୋଜ ବେହେରା ତିର୍ତୋଲ ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ସମିତି ସଭ୍ୟ ପ୍ରବିର ରାଏ, ପ୍ରମୁଖ ଯୋଗ ଦେଇ ଐତିହାସିଚ୍ଚ ବାଲିଯାତ୍ରା ର ସ୍ମୁତିଚାରଣ କରିଥିଲେ,,ଚଳିତ ବର୍ଷ
ବାଲିଯାତ୍ରା ହେବକି ନହିଁ ବୋଲି ଯେଉଁ ପ୍ରଶ୍ନ ଉଙ୍କି ମାରୁ ଥିଲା ତିର୍ତୋଲ ରେ ତାହାକୁ ମାନ୍ୟବର ବିଧାୟକ ତିର୍ତୋଲ ବାଲିଯାତ୍ରା କରି ଟାଳି ଦେଇ ଛନ୍ତି, ଆସନ୍ତା ବର୍ଷ ମାନଙ୍କ ରେ ଆହୁରି ଯାକ ଯମକ ରେ ବାଲିଯାତ୍ରା କରା ଯିବ ବୋଲି ପ୍ରତିଶୃତି ଦେଇ ତିର୍ତୋଲ ବିଧାୟକ ନିନ୍ଦୁକ ମାନଙ୍କୁ ପାଟି ବନ୍ଦ କରିଥିବା ଦେଖା ଯାଇଛି,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *