April 24, 2025
Home » ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତେଜନା

ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉତେଜନା

0

ଚିକିତ୍ସା ପାଇଁ ଆସିଥିବା ପ୍ରସୂତି ମହିଳାଙ୍କ ମୃତ୍ୟୁ କୁ ନେଇ ଉତେଜନା । ମେଡିକାଲ ଆଗରେ ମୃତ ଦେହକୁ ରଖି ଧାରଣା ରେ ମୃତକଙ୍କ ସମ୍ପର୍କୀୟ । ଚିକିତ୍ସା ଅବହେଳା ଯୋଗୁଁ ମହିଳା ଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।ପାରାଦୀପ ଅଞ୍ଚଳର ଦୀପକ ଦଳେଇଙ୍କ ସ୍ତ୍ରୀ ରଶ୍ମିତା ନାଥ 4 ମାସର ଗର୍ଭବତୀ ଥିବାବେଳେ ଆଜି ହଟାତ ଅସୁସ୍ଥ ହୋଇ ପଡିପାରୁ ତାଙ୍କୁ ପ୍ରଥମେ ଅଠର ବାଙ୍କୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ଏଠାରେ ସେ ଗୁତୁତର ହୋଇ ପଡିବା ସହ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମହିଳାଙ୍କ ମୃତ୍ୟୁକୁ ନେଇ ଉତେଜନା ପ୍ରକାଶ ପାଇଛି । ବର୍ତମାନ ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ର ତଦନ୍ତ ଜାରି ରହିଛି

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *