July 2, 2025
Home » ଜାତୀୟ ଟାଏକୋଣ୍ଡ ଚ୍ୟାମ୍ପିଅନଶିପ ରେ ଛାତ୍ର ଛାତ୍ରୀମାନକୁ ସମ୍ବନ୍ଧିତ

ଜାତୀୟ ଟାଏକୋଣ୍ଡ ଚ୍ୟାମ୍ପିଅନଶିପ ରେ ଛାତ୍ର ଛାତ୍ରୀମାନକୁ ସମ୍ବନ୍ଧିତ

0
nara-taikonda

୨୬ରୁ ୨୮ ଡିସେମ୍ବର ଯାଏ କୋଲକତା ସ୍ଥିତ ଖୁଦିରାମ ଅନୁଶୀଳନ କେନ୍ଦ୍ର (ଇନଡୋର ଷ୍ଟାଡିୟମ) ଠାରେ ଚାଲିଥିବା ଆନ୍ତର୍ଜାତୀୟ ଟାଏକୋଣ୍ଡ ଚାମ୍ପିଅନଶିପ ରେ ବ୍ରହ୍ମପୁର ତାଏକୋଣ୍ଡା (TBA) ଆସୋସିଏସନ ର ଛାତ୍ର ଛାତ୍ରୀମାନେ ବହୁ ପଦକ ହାସଲ କରିଥିବା ବେଳେ୨୭ରୁ ୨୯ ଡିସେମ୍ବର ୨୦୨୪ ଯାଏ ଜାତୀୟ ତାଏକୋଣ୍ଡ ଚ୍ୟାମ୍ପିଅନଶିପ ରେ ଶ୍ରୀ ବିଶୁଦ୍ଧାନନ୍ଦ ସାରସ୍ୱତୀ ବିଦ୍ୟାଳୟ, କୋଲକାତାରେ ଆୟୋଜିତ ଜାତୀୟ ତାଏକୋଣ୍ଡ ଚମ୍ପିଅନଶିପରେ ସଂଘର ବହୁ ଛାତ୍ରଛା ତ୍ରଛାତ୍ରୀ ପଦକ ହାସଲ କରିଛନ୍ତି I

ପଦକ ଜିତି ବ୍ରହ୍ମପୁର ଫେରିବା ପରେ ଏହି ଛାତ୍ର ଛାତ୍ରୀମାନକୁ ନେଇ ଇଞ୍ଜିନିୟରିଂ ସ୍କୁଲ ଛକରୁ ବାହାରି ସହର ପରିକ୍ରମା କରିବା ପରେ ଟାଟା ବେଞ୍ଜ ଛକରେ ଶେଷ ହୋଇଥିଲା I ଆସୋସିଏସନର ସଭାପତି ଜିତେନ୍ଦ୍ର କୁମାର ମୁନି, ସମ୍ପାଦକ ତଥା ମୁଖ୍ୟ କୋଚ୍ ସତ୍ୟ ନାରାୟଣ ତ୍ରୀପାଠୀ ଓ ଯୁଗ୍ମ ସଚିବ ଲିଙ୍ଗରାଜ ସାହୁ ଛାତ୍ରଛାତ୍ରୀଙ୍କୁ ସମ୍ବନ୍ଧିତ କରିଥିଲେ । କୋଚ ଟି. ଦିଲିପ କୁମାର, ସୋନୁ ମୋହାରଣା, ବିନାୟକ ନାହାକ, ଅରୁଣ କୁମାର ନାୟକ, ଓ ମିସ୍ ଜୟନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *