ଟ୍ରେନରୁ ଗଳିପଡି ଅପରିଚିତ ଯୁବକ ମୃତ୍ୟୁ
ଭଦ୍ରକ: ଭଦ୍ରକ ରେଲୱେ ଷ୍ଟେସନ ପକ୍ଷରୁ ଭଦ୍ରକ ରେଲୱେ ପୁଲିସ (ଜି.ଆର.ପି.ଏସ) ଙ୍କୁ17.04.2025 10.00 AM ସମୟରେ SSE Bhadrak DE no 1148/C ମଧ୍ୟରେ ଜଣାଉଛି ଯେ ଏକ ୪୫ ବର୍ଷିୟ ଯୁବକର ମୃତ ଦେହ Down and UP line Rly track KM no 300/24-26 south side signal of Rahandia / Baudpur Rly Station ନିକଟରେ ପଡ଼ିଥିବା ସୁଚନା ପ୍ରଦାନ କରିଛି। ଭଦ୍ରକ ଜିଆରପିଏସ ଉକ୍ତ ସୂଚନାକୁ ଆଧାର କରି ମୃତ୍ୟୁ ଶରୀର ପଡିଥିବା ଘଟଣାସ୍ଥଳରେ ପହଞ୍ଚି GRPS enquired officer ASI Aslam Khan.
UD Case no 27 date 17.04.2025 has been registered କରି ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।
GRPS enquired officer ASI Aslam Khan ଙ୍କ ତଦନ୍ତ ରିପୋର୍ଟରୁ ସୂଚନା ମିଳିଛି ଯେ ମୃତକ ପକେଟରୁ ଜୟ ମାତାଦୀ ବସ ଟିକେଟ କଲିକତାରୁ ପାଣିକୋଇଲି ପର୍ଯ୍ୟନ୍ତ ୧୬:୦୪:୨୦୨୫ ରିଖରେ ଯାତ୍ରାକରିଥିବା ଜଣାପଡୁଥିବା ବେଳେ ମୃତକଙ୍କ ପକେଟ୍ ରୁ ୧୭ ତାରିଖର ଯାଜପୁର କେନ୍ଦୁଝର ରୋଡ ଠାରୁ ହାଓଡ଼ା ପର୍ଯ୍ୟନ୍ତ ଏକ ଟ୍ରେନ ଟିକେଟ train journey ticket no AYA65080518 date 17.04.2025 from JJKR to Howrah, ମିଳିଥିବା ASI Aslam Khan ସୁଚନା ଦେଇଛନ୍ତି। ଏହି ମୃତକଙ୍କ ପରିଚୟ କୈାଣସି ବ୍ୟକ୍ତି ଜାଣିଥିଲେ ଦୟାକରି contact mobile phone no 9861732261, EO ASI Aslam Khan. Bhadrak GRPS and mobile phone no 7008154018 OIC Bhadrak GRPS ଙ୍କ ସହ ଉପରୋକ୍ତ ନମ୍ବର ରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତିି।
ଭଦ୍ରକ ଜିଆରପିଏସରୁ ବିରଞ୍ଚି ନାରାୟଣ ପତ୍ରୀଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
