July 4, 2025
Home » ଡା.ଦେବପ୍ରସାଦ ସାହୁଙ୍କ ଜନ୍ମଦିବସ ପାଳିତ

ଡା.ଦେବପ୍ରସାଦ ସାହୁଙ୍କ ଜନ୍ମଦିବସ ପାଳିତ

0
WhatsApp Image 2025-02-17 at 4.58.05 PM

ଭୁବନେଶ୍ୱର: ଭେଷଜ ବିଶେଷଜ୍ଞ ଡାକ୍ତର ଦେବପ୍ରସାଦ ସାହୁଙ୍କ ୭୩ତମ ଜନ୍ମଦିବସ ପାଳନ ଅବସରରେ ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ଇଶ୍ୱରୀୟ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବି.କେ. ନିର୍ମଳ, ଅର୍ପିତା,ପଞ୍ଚାନନ,ସିନୁ,ଅହଲ୍ୟା,ଅନୁସୂୟା ପ୍ରମୂଖ ବାର୍ଥ ଡେ କେକ୍ କାଟି ଜନ୍ମଦିନ ପାଳନ କରିବା ସହିତ ଦେବଭାଇଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।

Leave a Reply

Your email address will not be published. Required fields are marked *