July 5, 2025
Home » ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅ ଏବଂ ଦେଶବାସୀଙ୍କୁ କ୍ଷମା ମାଗ: – କଂଗ୍ରେସ

ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନ ଜନକ ମନ୍ତବ୍ୟ ଦେଇଥିବାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦିଅ ଏବଂ ଦେଶବାସୀଙ୍କୁ କ୍ଷମା ମାଗ: – କଂଗ୍ରେସ

0
WhatsApp Image 2024-12-20 at 12.47.27 PM

ଭୁବନେଶ୍ବର ତା. ୧୯/୧୨ ରିଖ : ଗତ ତା. ୧୭/୧୨/୨୦୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି । ଅତ୍କଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ, ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ମିଳିତ ଭାବରେ ଭୁବନେଶ୍ୱର, ମାଷ୍ଟରକ୍ୟାଣ୍ଟିନ୍ ଠାରେ ଏହାର ଘୋଟ ପ୍ରତିବାଦ କରାଯିବା ସହିତ ଅମିତ ଶାହାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । କଂଗ୍ରେସ ଭବନ ଠାରୁ ଏକ ମିଳିତ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ୍ ଅଭିମୁଖେ ଯାଇଥିଲା । ଏଥିରେ କଂଗ୍ରେସ କର୍ମୀମାନେ ସମ୍ବିଧାନ ପ୍ରଣେତା ଡଃ ଆମ୍ବେଦରଙ୍କର ଦେଶ ପ୍ରତି ଥ‌ିବା ତ୍ୟାଗ ଓ ବଳିଦାନକୁ ସ୍ଲୋଗାନ ମାଧ୍ଯମରେ ଓଡ଼ିଶାବାସୀଙ୍କୁ ? ଉତ୍ସର୍ଗିତ କରି ଅଶାଳିନ ମନ୍ତବ୍ୟ । ଦେଇ ଘୃଣ୍ୟ କର୍ମ କରିଥିବା ଗୃହମନ୍ତ୍ରୀ ଅମିତ ଶାହାଙ୍କର କୁଶପୁତ୍ତଳିକା ଦାହ କରିଥିଲେ । । ଦିଲ୍ଲୀରେ ଡକ୍ଟର ଆମ୍ବେଦକରଙ୍କ *ପ୍ରତିମୁର୍ତ୍ତି ତଳେ କଂଗ୍ରେସ ସଭାପତି ତଥା ରାଜ୍ୟସଭା ବିରୋଧ ଦଳର ନେତା ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖା ଉପରେ କେ କେତେକ ବିଜେପି ସାଂସଦ ଆକ୍ରମଣ କରିଥିବାରୁ କଂଗ୍ରେସ ନେତୃମଣ୍ଡଳୀ ନିନ୍ଦାବାଦ କରିଛନ୍ତି । ସରକାରରେ ଥୁବା ଦଳ ସମ୍ବିଧାନ ପ୍ରଣେତା ଡକ୍ଟର ଭିମ ରାଓ ଆମ୍ବେଦକରଙ୍କ ବିଷୟରେ ଅରୁଚିକର ମନ୍ତବ୍ୟ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକସଭାର ବିରୋଧ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ ବିଜେପି ରୂପି ସାଂସଦ ମାନଙ୍କ ପ୍ରତିରୋଧ ଘଟଣାକୁ କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । କରିବା ସହିତ ଏଭଳି

ଆଜିର ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଡଃ ରାମଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଡଃ ଲଲାଟେନ୍ତୁ ମହାପାତ୍ର, ମନୋରଞ୍ଜନ ଦାସ, କିଶୋର ଜେନା, ବାଙ୍କନିଧୁ ବେହେରା, ୱାସିର ନଓ୍ୱାଜ, ରଞ୍ଜିତ ପାତ୍ର, ବିଜୟାନନ୍ଦ ଚାଉଳିଆ, ରାଜକିଶୋର ବାରିକ, ମାନସ ମଲ୍ଲିକ, ତରୁଣ ମିଶ୍ର, ମାନସ ଆଚାର୍ଯ୍ୟ, ଚିନ୍ମୟ ଦାସ, ଶ୍ରୀନିବାସ ରାଉତରାୟ, ପ୍ରକାଶ ଜେନା, ଅକ୍ଷୟ ମଲ୍ଲିକ, ରାଜିବ ପଟ୍ଟନାୟକ, ଦେବୀ ପ୍ରସାଦ ବାହାଲିଆ, ମନୋରଞ୍ଜନ ରାଉତରାୟ, ମିହିର ଆଚାର୍ଯ୍ୟ, ଦେବେନ୍ଦ୍ର ପ୍ରସାଦ ଦାସ, ସଞ୍ଜୟ ରାଉତ, ଅମିତା ବିଶ୍ଵାଳ, ଜାନକୀ ମଲ୍ଲିକ, ଅନିମା ସୁକାନ୍ତ ମିଞ୍ଜ, ସୁଦିପ ସାମଲ, ଲୁଲୁ ଅହମ୍ମଦ, ମହମ୍ମଦ ଗୋଲଫାନ୍, ନିହାର ରଞ୍ଜନ ବେହେରା, ମିର୍ଜା ଇସ୍‌ଲାମ୍ ବେଗ, ରାଜେଶ ଦାସ, ବିଭୁ ପ୍ରସାଦ ଜେନା, ପରବେଜ୍ ଅଗ୍ରୱାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *