ଦଳିତ ତେଲଗୁ ସଙ୍ଘ ର ବାର୍ଷିକ ବୈଠକ।

ତିର୍ତୋଲ: କନକପୁର ପଞ୍ଚାୟତ ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଦଳିତ ତେଲଗୁ ସଙ୍ଘ ର ସମସ୍ତ ସଦସ୍ୟ ଝଙ୍କଡ଼ ବାସିନୀ ମା ଶାରଳା ଙ୍କ ମନ୍ଦିର ପାଖରୁ ଏକ ଶୋଭାଯାତ୍ରା ଜରିଆରେ ମା ଶାରଳା ହାଟରେ ପହଞ୍ଚି ଥିଲେ। ଏହି ଶହେ ଦୁଇତମ ବ୍ୟଠକ ରେ ସଭାପତି ଗୌରାଙ୍ଗ ଚରଣ ଦାସ,ଏବଂ ତେଲୁଗୁ ସଙ୍ଘ ର ସମ୍ପାଦକ ଙ୍କ ଶହ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ। ଦଳିତ ନିଷ୍ପେସିତ ଅସହାୟ ଗରିବ ତେଲଗୁ ସମ୍ପରଦାୟ ର ଲୋକକୁ ସରକାରୀ କ୍ଷେତ୍ରରେ ନ୍ୟାୟ ଦେବାପାଇଁ ଏହି ସଙ୍ଗ କରାଯାଇଛି ବୋଲି ଏହାର ସଭାପତି ଏବଂ ସମ୍ପାଦକ ମତ ରଖିଛନ୍ତି l
ତିର୍ତୋଲ ରୁ ,ଶ୍ରୀବତ୍ସ ପାଢ଼ୀଙ୍କ ରିପୋଟ,ଇପିଏ ନିୟୁଜୁ