ଦେଓଗଡ଼ ଜିଲ୍ଲା ସ୍ତରୀୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତିକ ଯୋଗ ଦିବସ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ l ଏହି ଉକ୍ତିକୁ ସାକାର କରିବା ପାଇଁ ଦେଓଗଡ ଜିଲ୍ଲା ନୂତନ ବସଷ୍ଟାଣ୍ଡ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି l
ଏହି ୧୧ ତମ ଆନ୍ତର୍ଜାତିକ ଯୋଗ ଦିବସରେ ଆନ୍ଧ୍ର ପ୍ରଦେଶ ର ବିଶାଖାପାଟଣାରେ ଭାରତର ଯଶସ୍ୱୀ ପ୍ରଧlନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଯୋଗ ଦିବସ ଉପଲକ୍ଷେ ଉଦବୋଧନ ପରେ ଯୋଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l
ଏହି କାର୍ଯ୍ୟକ୍ରମରେ ଦେଓଗଡ ଜିଲ୍ଲାପାଳ ମହୋଦୟ। ଆରକ୍ଷୀ ଅଧିକ୍ଷକଙ୍କ ଶ୍ରୀ ଅନିଲ କୁମାର ମିଶ୍ର। ବିଜେପି ଜିଲ୍ଲା ସଭାପତି ତଥା ସମ୍ବଲପୁର ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ଅରୁଣ କୁମାର ସାହୁ ମହୋଦୟ। ସମେତ ଜିଲ୍ଲା ଅଧିକାରୀ।
ଜିଲ୍ଲା ସମାଜ ସେବୀ ତଥା ବୁଦ୍ଧିଜୀବି ସରକାରୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ପୁଲିସ ବାହିନୀ ର ଯବାନ, ବିଭିନ୍ନ ବିଭlଗର କର୍ମଚାରୀ, ସ୍କୁଲ୍ ଓ କଲେଜ ର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ପତଞ୍ଜଳୀ ଯୋଗ ଶିବିରର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରିଥିଲେ। ବର୍ଷ ସାରା ଅନୁଷ୍ଠିତ ପତଞ୍ଜଳୀ ହେଉଥିବା ଯୋଗ ଶିବିରର ଯୋଗ ସଦସ୍ଵବୃନ୍ଦ ମାନେ ସମସ୍ତଙ୍କୁ ଯୋଗ, ପ୍ରାଣlୟlମ, ଆସନ ସହିତ ଯୋଗର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ l
debagarh ru debananda nayak nka report epa news