ଧରାପଡିଗଲା ପ୍ରଧାନଶିକ୍ଷକଙ୍କ କଳାକାରନାମା
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘିକୁଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ତ ଆମ୍ବ ଗହଣା ଉଚ୍ଚ ପ୍ରାଇମେରୀ ବିଦ୍ୟାଳୟ ରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁରେଶ କୁମ୍ଭାର ଜଣେ ପେସାଦାର ଠକ, ସେ ଜାଣି ଶୁଣି ବରଗଡ ଜିଲ୍ଲା ଭେଡେନ ଅଞ୍ଚଳରେ ବସବାସ କରୁଥିବା ଜଣେ ସହୃଦୟ ବ୍ୟକ୍ତିଙ୍କୁ ଜମି କିଣିବା ବାହାନାରେ ଅଗ୍ରୀମ ସ୍ଵରୂପ (55.000)ହଜାର ଟଙ୍କା ଦେଇଥିଲା | ପୁଣି ପରବର୍ତ୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ଆଉ ଜମି କିଣି ପାରିବି ନାହିଁ ବୋଲି କହି ପ୍ରମାଣ ସ୍ୱରୂପ ଅକ୍ଷରରେ ଲେଖାଥିବା ଚେକ ତିନୋଟି ନେଇଥିବା ପ୍ରକାଶ | ଚେକ ନେବା ବେଳେ ତାଙ୍କ ସହିତ ସୁବର୍ଣ୍ଣପୁର ରାମକୃଷ୍ଣ ନଗରରେସମସ୍ତଙ୍କ୍ରରେ ରହି ଆସୁଥିବା ସଂଗ୍ରାମ ବାଗ ମଧ୍ୟ ଶିକ୍ଷକଙ୍କ ସହିତ ଉପସ୍ଥିତ ଥିଲେ | ଶିକ୍ଷକଙ୍କ ସର୍ତ୍ତ ଥିଲା | ଆପଣ ଜମି ବିକ୍ରି କଲେ ଚେକ ଫେରସ୍ତ ପାଇବେ |

ସଂପୃକ୍ତ ବ୍ୟକ୍ତି ଜମି ବିକ୍ରୟ ହେବା ପୂର୍ବଦିନ ଶିକ୍ଷକଙ୍କୁ ଫୋନ ଜରିଆରେ ତହି ପରବର୍ତୀ ଦିନ ଜମି ବିକ୍ରୟ ହେବ ଆପଣ ଉପସ୍ଥିତ ହେବା ଜରୁରୀ ବୋଲି ଅନୁରୋଧ କରି କହି ଥିଲେ | ହେଲେ ଶିକ୍ଷକ ଚତୁରତାର ସହିତ ପ୍ରକାଶ କଲେ ଯେ ମୁୁଁ ସ୍କୁଲ ଛୁଟି କରି ସବ ରେଜଷ୍ଟି ଅଫିସକୁ ଯାଇପାରିବି ନାହିଁ | ବରଂ ଆପଣଙ୍କ ଜମି ଯେଉଁ ବ୍ୟକ୍ତି ଙ୍କ ନାମରେ ରବିନ୍ଦ୍ର ଦୋରା କିଣୁଛନ୍ତି ତାଙ୍କ ସହିତ ମତେ ସେଠାରେ ଭେଡେନ ରେ କଥା କରାଇବେ | ପରବର୍ତ୍ତୀ ଦିନ ଜମି ରେଷ୍ଟି କରିସାରିଲା ପରେ ଶିକ୍ଷକ ସହିତ ସମସ୍ତଙ୍କ ଉପସ୍ଥିତି ରେ ରବିନ୍ଦ୍ର ଦୋରା ଙ୍କୁ କଥା କରାଯାଇ 55000ହଜାର ଟଙ୍କା ଦିଆଯାଇଥିଲା | ଏବଂ ଦିଆଯାଇଥିବା ଚେକ ଯେଉଁ ଦିନ ଆପଣଙ୍କ ଟଙ୍କା ନେବାକୁ ଆସିବେ ମତେ ସେହି ଦିନ ଫେରସ୍ତ କରିବେ ଚେକ ରେ ସମସ୍ତ ଟଙ୍କା ପରିମାଣ ଶିକ୍ଷକ ନାମ :ତାରିଖ: ସ୍ଵାକ୍ଷର : ଥିବା ଓ ଫୋଟ ମଧ୍ୟ ଉଠାଯାଇଅଛି | ତାହା କିପରି ଭାବେ ରବିନ୍ଦ୍ର ଦୋରା ବିକ୍ରତା ଙ୍କ ନାମରେ ମୋ ନାମ ରେ ଚେକ ଥିବା ଦର୍ଶାଇ କେଶ ମଧ୍ୟ ଫୌଜଦାରୀ କରାଯାଇଅଛି | ଚେକ କୁ ଜାରିଆତି କରିଛି କିଏ ସମୟ କହିବ ବିବରଣୀରୁ ପ୍ରକାଶ ସୁରେଶ କିମ୍ଭାର ତାର ସମୃଦାୟ ଟଙ୍କା ପାଇଛି ହେଲେ କାହାକୁ ଚେକ ଦେଇ ଛନ୍ତି | ଓଡିଶା ର ସମସ୍ତ ଗଣମାଧ୍ୟମ ରେ ପ୍ରତିକିୟା ଜାରି ରଖନ୍ତୁ |
ବରଗଡ଼ ଜିଲ୍ଲା ରୁ କ୍ଷମାନିଧି ବଣ୍ଡୁକି ଙ୍କ ରିପୋର୍ଟ ଇପିଏ ନିଉଜ( ଇଷ୍ଟର୍ଣ୍ଣ ପ୍ରେସ ଏଜେନସୀ)
