August 27, 2025
Home » ଧର୍ମଗଡରେ ଅଜଗର ଉଦ୍ଧାର।

ଧର୍ମଗଡରେ ଅଜଗର ଉଦ୍ଧାର।

0
WhatsApp Image 2025-05-28 at 11.46.50 AM (1)

କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରେ ଆଜି ସ୍ନେକ ହେଲ୍ପଲାଇନ ପକ୍ଷରୁ ଏକ ବିଶାଳ ଅଜଗର ଉଦ୍ଧାର କରାଯାଇଛି।ଆଜି ସଂଧ୍ୟାରେ ଧର୍ମଗଡ ସହରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ପରେ ସନ୍ତୋଷୀନଗର ପଡାରେ ଲୋକେ ଏକ ବିଶାଳ ଅଜଗର ସାପଦେଖି ଭୟଭୀତ ହୋଇଥିଲେ ।ପରେ ସ୍ନେକ ହେଲ୍ପଲାଇନ୍ ପକ୍ଷରୁ ସ୍ବାଧୀନ ଦଣ୍ଡସେନା ତାଙ୍କର ଟିମସହ ଯାଇ ସୁରକ୍ଷିତ ଭାବରେ ସାପଟିକୁ ଉଦ୍ଧାର କରିଥିଲେ ।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *