July 7, 2025
Home » ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ

0
WhatsApp Image 2025-04-07 at 2.56.23 PM (1)

ନବରଙ୍ଗପୁର ପୌରପାଳିକା ଅଧିନସ୍ଥ ପ୍ରମୁଖ ଦେବାଳୟ ଗୁଡିକରେ “ଓଡିଆ ପକ୍ଷ” ପାଳନ ଉପଲକ୍ଷେ ତା ୬.୪.୨୦୨୫ ରିଖରେ ସ୍ଵଚ୍ଛତା ଅଭିଯାନ କରାଯାଇଥିଲା ।ଏହି ଅଭିଯାନରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ୍ ଖୋରା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପୌରପାଳିକାର ସମସ୍ତ କାଉନସିଲର ଏବଂ କର୍ମଚାରୀ ଉପସ୍ଥିତଥିଲେ l

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *