March 13, 2025
Home » ନବ ବିବାହିତl ଙ୍କ ସନ୍ଦେହ ଜନକ ମୃତୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନବ ବିବାହିତl ଙ୍କ ସନ୍ଦେହ ଜନକ ମୃତୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

0

ରିଆମାଳ: ଦେଓଗଡ ଜିଲ୍ଲା ରିଆମାଳ କୁଣ୍ଡେଇଗୋଳl ପଞ୍ଚାୟତ ଅନ୍ତର୍ଗତ ଷେଣ୍ଢl ଗ୍ରାମ ର ଜଣେ ସାତ ମାସ ନବବିବାହିତା ଙ୍କ ଗତ କାଲି ସନ୍ଦେହଜନକ ଭାବେ ମୃତୁ ଘଟିଛି। ମୃତୁକ ଜଣକ ହେଲେ କୁଣ୍ଢେଇଗୋଳl ଥାନା ଷେଣ୍ଢl ଗ୍ରାମର ଘନସ୍ୱାମ ସାହୁ ଙ୍କ ସ୍ତ୍ରୀ ରୋଜାଲିନ ସାହୁ। ଅନ୍ୟ ପକ୍ଷରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ମେଡ଼ିକାଲ ରୁ ଶବ ଜବତ କରି ପୋଲିସ ତଦନ୍ତ ଜାରି ରହିଛି। ପ୍ରକାଶ ଯେ ଜରପଡା ଥାନା କରଡ଼ା ଗ୍ରାମର କ୍ଷୀରୋଦ ସାହୁ ଙ୍କ ଝିଅ ରୋଜାନିଲ ସାହୁ ସାତ ମାସ ତଳେ ଦୈନିକ ରିତିନିତି ରେ ଘନସ୍ଵlମ ଙ୍କୁ ବିବାହ କରିଥିଲେ। ଗତ କାଲି ହଟାତ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡ଼ିକାଲ ରେ ମୃତ ରୋଜାଲିନ ଙ୍କୁ ଭର୍ତ୍ତି କରାଯାଇ ଥିଲା।

ବୋଲି ବାପ ଘର ଲୋକ ଙ୍କୁ ଫୋନ କରିଥିଲେ।ପରେ ଡକ୍ଟର ରୋଜାଲିନ ସାହୁ ଙ୍କୁ ମୃତୁ ଘୋଷଣା କରିଥିଲେ। ଖବର ପାଇ ପରିବାର ଲୋକେ ମେଡ଼ିକାଲ ରେ ପହଞ୍ଚି ଦେଖିଲେ ଝିଅର ବେକ ଓ ହାତ ରେ ଦାଗ ଦେଖି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ। ଏନେଇ କୁଣ୍ଢେଇଗୋଳl ଥାନା ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *