ନିଆରା ଢଙ୍ଗରେ ଶାନ୍ତିରେ ସଙ୍କରାନ୍ତି ପାଳିତ
। ପୁରୀ: ପୁରୀ ସହରରେ ବିଭିର୍ଣ୍ଣ ପର୍ବ ନିଆରା ଢଙ୍ଗରେ ସଙ୍କରାନ୍ତି ତିଥିରେ କେତକ ଲୋକ ନିଜନିଜ ଭିତରେ ଗୋଷ୍ଠୀକାରୀ ବିଭିର୍ଣ୍ଣ ଶୈବ ପୀଠ ଗୁଡିକରେ ସଙ୍କରାନ୍ତି ଭୋଜି କରିଥାନ୍ତି। ସେହିପରି ଟାଉନ ହଲ ଛକ ସ୍ଥିତ ଅଚିନ୍ତା ମଣ୍ଡପରେ ନିଆରା ଢଙ୍ଗରେ ଏକବର୍ଣ୍ଣି କରି ନିଃଶୁଳ୍କ ଦେୟରେ ଅତିଥି ଅଭ୍ୟାଗାତାଙ୍କୁ ବଣ୍ଟନ କରାଇଥାନ୍ତି।

ଶାନ୍ତି ଅନୁଷ୍ଠାନ ତରଫରୁ ପ୍ରତ୍ୟକ ଶଙ୍କରାନ୍ତିରେ ଶତାଧିକ ଲୋକଙ୍କୁ ଏହି ପ୍ରସାଦ ବଣ୍ଟନ କରାଇଥାନ୍ତି। ଦୀର୍ଘ ଏକାବର୍ଷରୁ ଉର୍ଦ୍ଧ ଏହି କାର୍ଯ୍ୟକ୍ରମ ଚାଲି ଆସୁଛି। ଏଥିରେ ପଦ୍ମାଳଭ ତ୍ରିପାଠୀ, ଉମାବାବୁ, ପ୍ରଭାକର, କାଶୀନାଥ, ଦ୍ୱନୀ ମହାରାଜ, ଓ ଅନ୍ୟାନ୍ୟ ସହଯୋଗୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପୁରୀ ସହରରେ ଏକ ପ୍ରବାତ ରହିଛି ମରିଗଲେ ପାଣି ପତରେ ପାଉ ଆରେ ବାଇନ ଏ ମଉଜ ଆଉ ପାଇବୁ କାଉଁ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
