ନିଶା ବେପାରୀକୁ ଗିରଫ କରି କୋର୍ଟ ଚାଲଣା କଲା ଭେଡେନ ପୋଲିସ
ଦୀପକ କୁମାର ସାହୁଙ୍କ ଅଭିଯୋଗ କ୍ରମେ ଭେଡେନ ପୋଲିସ ଟିମ ଚଢାଉ କରି ଭେଡେନ ଚମାର ପଡାର ସ୍ବର୍ଗତ ଲଲିତ କଲେତଙ୍କ ପୁଅ ଅନୁରୋଧ କଲେତ(୨୦)କୁ ଗିରଫ କରିଛି l

ତାଂକ ଠାରୁ ୧୫ ବୋତଲ ଏସକପ୍ ସିରଫ,୧୦ ମିଲି ଗ୍ରାମର ନିଶା ଟେବଲେଟ ୧୫ଟି ଚା କଫ,ଗୋଟିଏ ପ୍ଲାଷ୍ଟିକ ବୋତଲରେ ୮୦୦ ମିଲି ର କଫ ସିରଫ ଜବତ କରି କେଶ ନମ୍ବର ୨୧୬.U/s ୨ ୬୭/୨୭୭ ରେ ଶୁକ୍ରବାର ସନ୍ଦ୍ୟା ୬ଟାରେ କୋର୍ଟ ଚାଲାଣ କରିଥିବା ଭେଡେନ ଥାନା ଅଧିକାରୀ ଶୁସାନ୍ତ ଦାସ ସୂଚନା ଦେଇଛନ୍ତି |
ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଇପିଏ ରୁ ହରିଶଙ୍କର ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ
