ନୂତନ ଛତ୍ରପୁର ଥାନା ଅଧିକାରୀ ଙ୍କ ଦାୟିତ୍ଵ ଗ୍ରହଣ !

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ଥାନାରେ ନୂତନ ଥାନା ଅଧିକାରୀ ଭାବେ ଦେବାଶିଷ ମହାନ୍ତି ସୋମବାର ଯୋଗଦାନ କରି ଦାୟିତ୍ୱ ବହନ କରିଛନ୍ତି ।ପୂର୍ବରୁ ସେ କୋଦଳା ଥାନା ଅଧିକାରୀଥିଲେ ଏଵଂ ସେ ପୁରୀ ଜିଲ୍ଲା ର ଡେଲାଙ୍ଗ ଥାନାରେ ଦାୟିତ୍ୱ ରେ ରହି ଭଲ ଭାବେ ନିଜର କାର୍ଯ୍ଯ ଦକ୍ଷତା ପ୍ରତିପାଦନ କରି ଆସିଥିଲେ ।ଛତ୍ରପୁର ଯେହେତୁ ଜିଲ୍ଲା ସଦରମହକୁମା ଛତ୍ରପୁର ଥାନାରେ ମଧ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବେ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ।।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )