ପଞ୍ଚାୟତ ସ୍ତରୀୟ କଂଗ୍ରେସ ସଭାପତି ମନୋନୀତ
ଭେଡେନ ବ୍ଳକ୍. .ଚଳିତ ମାସରେ ଡାଲବ, ଦେଶ ଭଟଲି, ଲୁହା ଖଣ୍ଡି ଓ ଅଇଁଲା ପାଲି ପଞ୍ଚାୟତର କଂଗ୍ରେସ ସଭାପତି ମନୋନୀତ କରାଯାଇଛି, ସେମାନେ ହେଲେ ସରୋଜ ମାଝୀ ଓ ବଳରାମ ଭୁଏ, ଡାଲବ,ଉମାକାନ୍ତ ସେଟ୍ ଦେଶଭ ଟଲି, ଦଳଗୋବିନ୍ଦ ବେହେରା ବକଟୀ, କ୍ଷୀରସିନ୍ଧୁ ଡାଙ୍ଗ ଓ ବାଏଗନୁ ଚାନ୍ଦ ଅଇଁଲା ପାଳି ପଞ୍ଚାୟତ ବୋଲି ସୂଚନା ପ୍ରଦାନ କରାଯାଇଅଛି।

ଉପରୋକ୍ତ କାର୍ଯ୍ୟକ୍ରମ ଭେଡେନ ବ୍ଳକ୍ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଉପସ୍ତିତିରେ ହୋଇଥିବା ବେଳେ ତାଙ୍କ ସହିତ ଭବାନୀଶଙ୍କର ପାଢୀ, ମାଧବ ସାହୁ,,ଗୋବିନ୍ଦ ସାହୁ, ବୀରସେନ ଖମାରୀ, ଲକ୍ଷ୍ମୀନାରାୟଣପା ଢି. ଉମାକାନ୍ତ ସେଟ୍, ଦିଲ୍ଲିପ ଦାସ ସମେତ ସମସ୍ତ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ,
ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ) ରିପୋର୍ଟ,
