ପବିତ୍ର ଅକ୍ଷୟ ତୃତୀୟାରେ ମୁଠି ଅନୁକୂଳ

ଜିଲ୍ଲା ସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ରିଆମାଳ ବ୍ଲକ ସଦର ମହକମା ଠାରେ ଶ୍ରୀଯୁକ୍ତ କବିନ୍ଦ୍ର କୁମାର ସାହୁ ମାନ୍ୟବର ଜିଲ୍ଲାପାଳ ଦେଓଗଡ଼, ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ବିଜେପି ଜିଲ୍ଲା ସଭାପତି ତଥା ମାନ୍ୟବର ସାସଂଦ ସମ୍ବଲପୁର ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ରାମଞ୍ଚଳ ରଞ୍ଜନ ବିଶ୍ୱାଳ ବିଧାୟକ ଦେଓଗଡ,ପୌରପରିଷଦ ର ନଗର ପାଳ ପ୍ରଜିତ କୁମାର ଭୋଜ, ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ଗଣ ଚାଷୀ ସାଧାରଣ ଜନତା ଉପସ୍ଥିତିରେ ପାଳନ କରାଯାଇଛି,
ଏହାର ସଞ୍ଜଜନା ଓଡିଶା ସରକାର ଙ୍କ କୃଷି ବିଭାଗ ତରଫରୁ କରାଯାଇଥିଲା, ଅନ୍ୟ ପକ୍ଷରେ ବିଜେପି ଜିଲ୍ଲା ସଭାପତି ତଥା ମାନ୍ୟବର ସମ୍ବଲପୁର ସାଂସନ୍ଦଦ ଙ୍କ ପ୍ରତିନିଧି ଓ ମାନ୍ୟବର ବିଧାୟକ ଦେଓଗଡ଼ ପ୍ରସ୍ତୁତି ହୋଇଥିବା କ୍ଷେତ ରେ ପୂଜାର୍ଚନା କରି ମୁଠି ଅନୁକୂଳ କରି ହଳ କରିଥିଲେ।
ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )