July 16, 2025
Home » ପଲସାଗୋରା ନୋଡାଲ ଉ. ପ୍ରା. ବିଦ୍ୟାଳୟ ରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଲସାଗୋରା ନୋଡାଲ ଉ. ପ୍ରା. ବିଦ୍ୟାଳୟ ରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2025-07-09 at 12.17.57 PM

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ନୋଡାଲ ଉ. ପ୍ରା. ବିଦ୍ୟାଳୟ ୟୁଥ ଏଣ୍ଡ ଇକୋ କ୍ଲବ ତରଫରୁ ବିଦ୍ୟାଳୟ ରେ ସଭାପତି ଶ୍ରୀଯୁକ୍ତ ମିଥୁନ ମହାକୁଡ଼ ଙ୍କ ସଭାପତିତ୍ୱ ରେ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାନିନୀ ସାହୁ ଙ୍କ ସଂଯୋଜନା ରେ ବନ ମହୋତ୍ସବ, ବୃକ୍ଷ ରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପଲଶାଗୋରା ସରପଞ୍ଚ ସୁଶ୍ରୀ ସୌଦାମିନୀ ମଲ୍ଲିକ, ସମ୍ମାନୀତ ଅତିଥି ଭାବରେ ବନରକ୍ଷୀ ଜ୍ୟୋତି ରଞ୍ଜନ ବାରିକ ଯୋଗ ଦେଇ ଉଦବୋଧନ ଦେଇ ଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ଅଭିଭାବକ,ଛାତ୍ର ଛାତ୍ରୀ ସାମୁହିକ ବୃକ୍ଷ ରୋପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *