August 27, 2025
Home » ପାରାଦ୍ୱୀପ ଓଜେୟୁ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ପାରାଦ୍ୱୀପ ଓଜେୟୁ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

0
WhatsApp Image 2025-08-18 at 6.28.33 PM

ପାରାଦୀପ: : ଓଡିଶା ସାମ୍ବାଦିକ ସଙ୍ଘ ପକ୍ଷରୁ ୭୯ତମ ସ୍ୱାଧୀନତା ନୂଆବଜ଼ାର ସ୍ଥିତ ସଙ୍ଘ କାର୍ଯ୍ୟାଳୟ ରେ ପାଳନ କରାଯାଇଛି | ଓଜେୟୁ ପାରାଦୀପ ଶାଖା ର ସଭାପତି କର୍ମେଶ୍ବର ସ୍ୱାଇଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଙ୍ଘର ସଦ୍ୟସ ମାନେ ମିଳିତ ଭାବରେ ଜାତୀୟ ସଂଗୀତ ଗାନ କରିବା ସହିତ ସ୍ୱାଧୀନତା ସଂଗ୍ରାମୀ, ବରପୁତ୍ର, ସହୀଦ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅପ୍ରଣ କରିଥିଲେ | ଏହି ଅବସରରେ ଓଜେୟୁ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର କୁମାର ବିଶ୍ବାଳ, ପାରାଦ୍ୱୀପ ଶାଖାର ମୁଖ୍ୟ ଉପଦେଷ୍ଟା ଅଜିତ କୁମାର ଦାସ, ସମ୍ପାଦକ ସମୀର କୁମାର ମହାନ୍ତି, ଉପସଭାପତି ପ୍ରଶାନ୍ତ ଦାଶ,ବସନ୍ତ କୁମାର ସାହୁ, ନିରଞ୍ଜନ ଆଚାର୍ଯ୍ୟ, ସୁଶୀଲ କୁମାର ପଟ୍ଟନାୟକ, ମୀନକେତନ ବିଶ୍ୱାଳ ଓ ଶୁଭ୍ରାଂଶୁ ଶେଖର ପୃଷ୍ଟି ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।

paradeep ru prasanta dash nka report

Leave a Reply

Your email address will not be published. Required fields are marked *