ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ

ବ୍ରହ୍ମପୁର: Gurukul International Public School IAAPL( IMMATE ABACUS ACADEMY PRIVATE LIMITED)ର ରେ ୭ମ NATH ( ନେସନାଲ ଅବାକସ ଟାଲେଣ୍ଟ ହଣ୍ଟ ର) ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇସାରିଛି। ଏଥିରେ IAAPL ର ଡାଇରେକ୍ଟର ଶ୍ରୀ ମାନସ ରଞ୍ଜନ ସାହୁ, Gurukul International Public School ର CHAIRMAN ଶ୍ରୀ ପ୍ରଶାନ୍ତ ମହାପାତ୍ର, Secretary ଶ୍ରୀମତୀ ଅନିତା କୁମାରୀ ତ୍ରିପାଠୀ, Principal ଶ୍ରୀମତୀ ମଧୁସ୍ମିତା ପରିଡ଼ା, ଶ୍ରୀମତୀ ସସ୍ମିତା ମହାପାତ୍ର DEAN New Age Euro school, ଶ୍ରୀ ଅଜିତ୍ ମହାପାତ୍ର president of ବିଶ୍ଵ ହିନ୍ଦୁପରିଷଦ, ଡକ୍ଟର୍ ଉମାକାନ୍ତ ମିଶ୍ର Assistant professor Senior Grade 2, Department of mathematics, School of Advance Sciences, Vellore Institute of technology, Vellore ଯୋଗ ଦେଇ ଏହି କାର୍ଯକ୍ରମ କୁ ସଫଳତାର ସହ ସମ୍ପାଦନ କରିଥିଲେ ।
ଏହା ସହ ବ୍ରହ୍ମପୁର ମିଡିଆ ଭାଇ ମାନେ ଆସି ଏହି କାର୍ଯକ୍ରମ ରେ ନିଜର ସହଯୋଗ ଦେଇଥିଲେ। ପ୍ରାୟ ୧୦୦୦ ରୁ ଅଧିକା ଛାତ୍ରଛାତ୍ରୀ ୧୪ଟି ରାଜ୍ୟ ରୁ ଏହି କାର୍ଯକ୍ରମ ରେ ଯୋଗଦାନ କରିଥିଲେ। ଇମେଟ୍ ଆବକସ୍ ଏକାଡେମୀ ଏକମାତ୍ର ଓଡିଆ କମ୍ପାନୀ ଦୀର୍ଘ ୬ ବର୍ଷ ଧରି ଜାତୀୟ ସ୍ତରୀୟ ଏବଂ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ସମ୍ପାଦନ କରିଆସୁଅଛି।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )