May 9, 2025
Home » ପୁରିଜେନା ଠାରେ ଗଜଲଷ୍ମୀ ପୂଜା ଅନୁଷ୍ଠତ l

ପୁରିଜେନା ଠାରେ ଗଜଲଷ୍ମୀ ପୂଜା ଅନୁଷ୍ଠତ l

0
WhatsApp Image 2024-10-27 at 7.21.39 PM (2)

ତିର୍ତୋଲ, 27/10 ଜଗତସିଂହପୁର ଅନ୍ତର୍ଗତ ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ପୁରିଜେନା ଛକ ଠାରେ ଜଗତ ଜନନୀ ମା ଗଜଲଷ୍ମୀ ଙ୍କର ପୂଜା ଅନୁଷ୍ଠିତ ହୋଇ ଯାଇଛି, ଦୀର୍ଘ ବର୍ଷ ଧରି ପୂଜା କମିଟିର ସଦସ୍ୟ ମାନେ ମା ଲଷ୍ମୀ ଙ୍କ ପୂଜା ଆନନ୍ଦ ଉଲ୍ଲାସରେ ପାଳନ କରି ଆସୁଛନ୍ତି,
କୁମାର ପୁର୍ଣିମା ଠାରୁ ବ୍ରାହ୍ମଣ ପଣ୍ଡିତ ମାନେ ଗ୍ରାମ୍ୟ ପୁଷ୍କରଣୀ ରୁ କଳସ ବୁଡ଼ା କରାଇ ସୂର୍ଯ୍ୟ ପୂଜା, ନବଗ୍ରହ ପୂଜା ହୋମ ଆଦିକର୍ମଚାରି ଦିନ ଧରି କରୀଥାନ୍ତି, ପ୍ରତେକ ଦିନ ମଧ୍ୟାର୍ନ ରେ ପ୍ରସାଦ ସେବନ ଵେବସ୍ଥା ପୁରିଜେନା ଗଜଲଷ୍ମୀ ପୂଜା କମିଟି ତରଫରୁ କରାଯାଇ ଥିଲା, ଏହି ପୂଜାରେ କର୍ତ୍ତା କର୍ତ୍ତୀ ଭାବେ ଅନନ୍ତ ଚରଣ ପଡିହାରୀ ଓ ତାଙ୍କର ଧର୍ମ ପତ୍ନୀ ସ୍ମିତା ରାଣୀ ପଡିହାରୀ ଦାଇତ୍ୱ ତୁଲାଇ ଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ନିମାଇ ଚରଣ ପାତ୍ର, ଉପଦେଷ୍ଟା ହଁରେକୃଷ୍ଣ ସେଣ, ବରିଷ୍ଠ ସଦସ୍ୟ ଅଜିତି କୁମାର ରଥ, ପ୍ରଶନ କୁମାର ଦଳାଇ, କାର୍ତ୍ତିକ ବିଶ୍ୱାଳ,ସୁଜିତ ମହାନ୍ତି, ଦୀପ୍ତି ରଞ୍ଜନ ବିଶ୍ୱାଳ, ନିର୍ମାଲ୍ୟ ପଡିହାରୀ, ଅମରେଶ ମହାପତ୍ର, ଗୌରାଙ୍ଗ ଚରଣ ପାତ୍ର ପ୍ରମୁଖ ଗଜଲଷ୍ମୀ କମିଟି ସଦସ୍ୟ ଆନନ୍ଦ ଉଲାସ ରେ ଏହାକୁ ପାଳିତ କରିଥିଲେ, ଆସନ୍ତା ବୁଧବାର ମା ଙ୍କ ଭଶାଣି ଅନୁଷ୍ଠିତ ହେବାର କାଯ୍ୟକର୍ମ ସ୍ଥିର କରିଥିବା
ପୂଜା କମିଟି ତରଫରୁ ଜଣାଜାଇଛି,

ତିର୍ତୋଲ ଈପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *