December 28, 2025
Home » ପୁସ୍ତକ ଓ ସାହିତ୍ୟ ସଦାକାଳ ଚିରନ୍ତନ

ପୁସ୍ତକ ଓ ସାହିତ୍ୟ ସଦାକାଳ ଚିରନ୍ତନ

0
News.

ସାହିତ୍ୟ ଓ ପୁସ୍ତକ ସଦାକାଳ ଚିରନ୍ତନ ବୋଲି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଭୁବନେଶ୍ବରର ବରିଷ୍ଠ ସାମ୍ବାଦିକ ତଥା ଚଲାପଥର ସମ୍ପାଦକ କବି ହଳଧର ଧୀରଙ୍କ ଦ୍ଵାରା ଲିଖୂତ କବିତା ପୁସ୍ତକ “ ମରୁପଥର ଯାତ୍ରୀ” ଓ ଭାଷା, ସାହିତ୍ୟ ଓ ସଂସ୍କୃତି ସଂଗଠନ ଚଲାପଥର ସଂକ୍ଷୀପ୍ତ ଇତିହାସକୁ ଅବଲୋକନ କରି ମାନ୍ୟବର ବାଚସ୍ପତି ମତବ୍ୟକ୍ତି କରିଥିଲେ । ଏହି ସୌଜନ୍ୟ ମୂଳକ ସାକ୍ଷାତ ଓ କବିତା ପୁସ୍ତକ ଏବଂ ଚଲାପଥର ଉପହାର ପ୍ରଦାନ ସମୟରେ ଗୋପାଳ କୃଷ୍ଣ ବେହେରା, ବିଧାନସଭାର ଆରକ୍ଷୀ ଅଧ୍ରକ୍ଷକ, ବିଧାନ ସଭା ନିରାପତ୍ତା ପ୍ରମୁଖ ଉପସ୍ଥିତ ଥୁଲେ ।

Leave a Reply

Your email address will not be published. Required fields are marked *