ପୂର୍ବତନ ବିଧାୟକ ସ୍ଵର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଏକାଦଶାହ କାର୍ଯ୍ୟକ୍ରମରେପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ

ପୂର୍ବତନ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ତଥା ଆଳିର ପୂର୍ବତନ ବିଧାୟକ ସ୍ଵର୍ଗତ ଦେବେନ୍ଦ୍ର ଶର୍ମାଙ୍କ ଏକାଦଶାହ କାର୍ଯ୍ୟକ୍ରମରେ ତାଙ୍କ ଗ୍ରାମ ନିଆଳ ଠାରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ସେ ସ୍ବର୍ଗତ ଶର୍ମାଙ୍କ ସୃତି ଚାରଣ କରି ଅମର ଆତ୍ମା ର ସଦଗତି କାମନା କରିଥିଲେ।