July 2, 2025
Home » ପୋଲ ତଳକୁ ଖସିଲା କାର,ଜଣେ ମୃତ ଜଣେ ଗୁରୁତର

ପୋଲ ତଳକୁ ଖସିଲା କାର,ଜଣେ ମୃତ ଜଣେ ଗୁରୁତର

0
WhatsApp Image 2025-03-01 at 11.03.06 PM

କେନ୍ଦୁଝର: ତୁରୁମୁଙ୍ଗା ଥାନା ଅନ୍ତର୍ଗତ ରାଜନଗର କେନ୍ଦେଇପଶି ରାସ୍ତାରେ ଥିବା ଡେଣୁଆଁ ଜହ୍ନେଇ ନାଳ ପୋଲ ତଳକୁ ଏକ କାର ଖସି ଯାଇଥିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମିଳିଛି କି କାର ଭାରସାମ୍ୟ ହରାଇ ୨୦ ଫୁଟ ପୋଲ ତଳକୁ ପଡ଼ି ଓଲଟି ଯାଇଥିଲା। ମୃତକ ହେଲେ ପାଟଣା, ଟାଇଁଶିରା ଗ୍ରାମର ଦେବାନନ୍ଦ ପୃଷ୍ଟି ଓ ଗୁରୁତର ଜଣକ ଟାଙ୍ଗରପଡ଼ା ଗ୍ରାମର ଶଙ୍କର୍ଷଣ ସାହୁ। ସ୍ଥାନୀୟ ଲୋକେ ତୁରନ୍ତ ଗାଡ଼ି ଭିତରୁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ ହେଲେ ଦେବାନନ୍ଦ ପୃଷ୍ଟିଙ୍କ ମୃତ୍ୟୁ ହୋଇ ଯାଇଥିଲା ଗୁରୁତରଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *