March 6, 2026
Home » ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜୟନ୍ତି ପାଳିତ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜୟନ୍ତି ପାଳିତ

0
WhatsApp Image 2026-03-06 at 1.46.33 PM (1)

ଅତାବିରା :ଅତାବିରା ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ତରଫରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ତମ ଜନ୍ମଦିବସ ଆଜି ମହାସମାରୋହରେ ଅତାବିରା ସ୍ଥିତ ରାମଚଣ୍ଡୀ କଲ୍ଯାଣ ମଣ୍ଡପ ଠାରେ ପାଳନ କରାଯାଇଛି ।

।ସର୍ବପ୍ରଥମେ ପ୍ରବାଦପୁରୁଷ ଜନନାୟକ ବିଜୁବାବୁଙ୍କ ଫଟୋ ଚିତ୍ର ରେ ମାଲ୍ଯାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ଅତାବିରା ଏନ,ଏ,ସି ବିଜୁଜନତା ଦଳ ସଭାପତି ଜତିନ ଦାଶ ଙ୍କ ସଭାପତିତ୍ବ ତଥା ଯୁବ ସଭାପତି ସିଦ୍ଧାର୍ଥ ଶଂକର ପଣ୍ଡା ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ପୂର୍ବତନମନ୍ରୀ ତଥା ରାଜ୍ଯ ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ ,ସମ୍ମାନୀତ ଅତିଥି ଏନ୍,ଏ,ସି ଅଧ୍ଯକ୍ଷ ବନମାଳୀ ବରିହା ,ବ୍ଳକ୍ ଅଧ୍ଯକ୍ଷା ଗୀତାଞଳୀ ନାଏକ,ଭେଡେନ ବ୍ଲକ ଅଧ୍ଯକ୍ଷା ସୁପ୍ରଭା ମହାଲିଙ୍ଗ,ଜିଲ୍ଲାପରିଷଦ ସଭ୍ଯ ସତ୍ଯଜିତ ପୁରୋହିତ,ରଂଜିତ ସାହୁ ,ଶଂଭୁ ସେଠ୍,ସଭ୍ଯା ମମତା ନାୟକ ,ପଦ୍ମିନୀ ଗଡତିଆ,ପିଙ୍କି ବଢେଇ,ରାଜ୍ଯ ପରିଷଦ ସଭ୍ଯ ଉର୍କୁଲୁ ସାହୁ ,ଭେଡେନ ବ୍ଳକ …  ପରିଶେଷରେ ଭେଡେନ ବ୍ଲକ ସଭାପତି ହରିଶଙ୍କର ବେହେରା ଧନ୍ଯବାଦ ଅର୍ପଣ କରିଥିଲେ ।।

 ଇପିଏ ଭେଡେନ ରୁ ହରିଶଙ୍କର ବେହେରାଙ୍କ ରିପୋଟ

Leave a Reply

Your email address will not be published. Required fields are marked *