December 21, 2024
Home » ଫାର୍ମ ହାଉସୁ ଯୁବତୀ ମୃତ୍ୟୁ ର ତଦନ୍ତ ଦାବିକଲେ ତିର୍ତୋଲ ବିଧାୟକ l

ଫାର୍ମ ହାଉସୁ ଯୁବତୀ ମୃତ୍ୟୁ ର ତଦନ୍ତ ଦାବିକଲେ ତିର୍ତୋଲ ବିଧାୟକ l

0

 

ତିର୍ତୋଲ : ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତରଜଙ୍ଗା ଗ୍ରାମ ପଞ୍ଚାୟତର ବିଜେପି ସମର୍ଥକ ଙ୍କ ଫାର୍ମ ହାଉସୁ ରେ ମୃତ ଯୁବତୀ ପ୍ରିୟଙ୍କା ସାହୁ (୨୪) ଙ୍କ ମୃତୁ ଓ ସନ୍ଦେହ ଜନକ ଅବସ୍ଥାରେ ଶବ ପ୍ରାପ୍ତ ହେବା ବିଷୟକୁ ନେଇ ଆଜି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ର ବିଧାୟକ ଡ଼ଃ ରମାକାନ୍ତ ଭୋଇ ଙ୍କ ନେତୃତ୍ୱରେ ଏକ ଟିମ୍ ତିର୍ତ୍ତୋଲ ଥାନା ଅଧିକାରୀ ଙ୍କୁ ଭେଟି କିପରି ଘଟଣାର ସଠିକ୍ ତଦନ୍ତ ହେବ ସେ ଦିଗରେ ଆଲୋଚନା କରିଥିଲେ ଓ ଯଦି କେହି ଦୋଷୀ ଥାଆନ୍ତି ତେବେ କିପରି ତାଙ୍କୁ ଉଚିତ୍ ଦଣ୍ଡ ମିଳିବ ସେ ବିଷୟରେ ଟିମ୍ ଥାନା ଅଧିକାରୀ ଙ୍କୁ ଅବଗତ କରାଇଲେ ଓ ଯଦି ଦରକାର ପଡ଼େ ଭବିଷ୍ୟତରେ ବିଧାନସଭାରେ ମଧ୍ୟ ଏ ପ୍ରସଙ୍ଗ ଉଠିବ ସ୍ଥାନୀୟ ତିର୍ତ୍ତୋଲ ବ୍ଲକ୍ ଅଧ୍ୟକ୍ଷ, ରଘୁନାଥପୁର ବ୍ଲକ୍ ଉପାଧ୍ୟକ୍ଷ, ବିଜୁ ଜନତାଦଳ ଜିଲ୍ଲା ସଭାପତି,ଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ଅଶ୍ଵିନୀ ଦାସ , ବସନ୍ତ ମହାପାତ୍ର ଓ ତରଜଙ୍ଗା ସରପଞ୍ଚ ଙ୍କ ପ୍ରତିନିଧି , ଅନ୍ତର୍ଯ୍ୟାମୀ ରାଉତ ଓ ସାମ୍ବାଦିକ ବନ୍ଧୁ ଙ୍କ ଉପସ୍ଥିତ ରେ ସମସ୍ତ ବିଷୟ ଆଲୋଚନା ହେଲା ଓ ଥାନା ଅଧିକାରୀ ଙ୍କ ପକ୍ଷରୁ ନିଶ୍ଚିନ୍ତ ପ୍ରତିଶ୍ରୁତି ମିଳିବା ପରେ ସମସ୍ତେ ଫେରିଥିଲେ,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *