November 13, 2025
Home »  ଫୋଟ ଉଠାଇବାକୁ କେନ୍ଦ୍ର କରି ସାମ୍ବାଦିକ ଙ୍କୁ ଠିକାଦାର ଓ ମନ୍ତ୍ରୀଙ୍କ ଧମକ ଅଭିଯୋଗ ଶୁଭୁଚି କିଏ ?

 ଫୋଟ ଉଠାଇବାକୁ କେନ୍ଦ୍ର କରି ସାମ୍ବାଦିକ ଙ୍କୁ ଠିକାଦାର ଓ ମନ୍ତ୍ରୀଙ୍କ ଧମକ ଅଭିଯୋଗ ଶୁଭୁଚି କିଏ ?

0
WhatsApp Image 2025-11-13 at 2.26.01 PM

ଫୁଲବାଣୀ – କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ଫୁଲବାଣୀ ଉପଖଣ୍ଡ ଅନ୍ତର୍ଗତ ଫିରିଙ୍ଗିଆ ବ୍ଲକ, ଫିରିଙ୍ଗିଆ ଗ୍ରାମ ପଞ୍ଚାୟତରେ P W D ରାସ୍ତା ଠାରୁ C H C ଫିରିଙ୍ଗିଆ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ପାଇଁ ଅଟକଳ ଅର୍ଥ ଟ ୩,୦୦,୦୦୦ , ଜିଲ୍ଲା ପରିଷଦ କନ୍ଧମାଳ ଙ୍କ ଦ୍ୱାରା 5th SFC,GIA, ଆର୍ଥିକ ବର୍ଷ ୨୦୨୪ ୨୦୨୫ ରେ ଫଳରେ ନା ଅଛି ଆରମ୍ଭ ତାରିଖ,ନା ଅଛି ଶେଷ ତାରିଖ ଡିପାମେଣ୍ଟ କାର୍ଯ୍ୟାଦେଶ ଯନ୍ତ୍ରୀଙ୍କ ନାମରେ ଥିବା କାମ ଖାତିରି କାହାକୁ ନାମଧାରୀ କୁଜି ଠିକାଦାର ମଧ୍ୟ ରେ କେହିଜଣେ ସରକାରୀ କର୍ମଚାରୀ ଏଠାରେ ଅର୍ଥ ବିନିଯୋଗ କରିଥିଲେ ଏବଂ ଏହି କାର୍ଯ୍ୟ ଯିଏ ଦେଖିଲେ ଶେଷରେ କହିବ ଭିତିରିଆ ପରଦା ଆଢୁଆଳରେ ଲୁଚକାଳି ରାଧେ ରାଧେ ନିତି ଚାଲିଛି।ଏହି କାମ ଚାଲିଥିବା ବେଳେ ସାମ୍ବାଦିକ ଅଶୋକ ରାଜ ଫୋଟ ଉଠାଇବାକୁ କେନ୍ଦ୍ର କରି ସାମ୍ବାଦିକ ଙ୍କୁ ଫୋନ ରେ ଧମକ ଦେବା ନେଇ ଫିରିଙ୍ଗିଆ ଥାନାରେ ସାମ୍ବାଦିକ କେଶ କରିଛନ୍ତି

,ଏହି ଦେଶକୁ ଭିତ୍ତିକରି କୋଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନଥିବା କୁହାଯାଉଛି।ଏପରି ନିମ୍ନ ମାନର କାର୍ଯ୍ୟ କୁ ପ୍ରଶାସନ ଲୁଚାଉଛି,କାରଣ ଏହି କାମରେ କୁଆଡେ ସାଂସଦ ପ୍ରତିନିଧି ଶିକ୍ଷା ବିଭାଗ ଙ୍କ ହାତ ରହିଛି ବୋଲି ସାମ୍ବାଦିକ ଅଶୋକ ପ୍ରକାଶ କରିଛନ୍ତି, ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ।

ଇପିଏ ରୁ କନ୍ଧମାଳ ପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *