July 4, 2025
Home » ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ

0
WhatsApp Image 2025-03-27 at 8.44.25 PM

ଦୀର୍ଘ ଦିନର ଅସୁସ୍ଥତା ପରେ ବରିଷ୍ଠ ସାମ୍ବାଦିକ ଦୀପକ ପୃଷ୍ଟିଙ୍କ ମା ସବିତା ପୃଷ୍ଟିଙ୍କ ଗୁରୁବାର ପୂର୍ବାହ୍ନ ୯ଟା ସମୟରେ ମୃତ୍ୟୁବରଣ ଘଟିଛି । ସ୍ବର୍ଗତ ସବିତା ପୃଷ୍ଟି ୮୫ ବର୍ଷରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ରହିଥିଲେ । ତାଙ୍କ ଶେଷକୃତ୍ୟ ସକାଶେ ପରିବାର ବର୍ଗ ଗୁରୁବାର ମଧ୍ୟାହ୍ନ ୧୨ ଘଣ୍ଟିକ ପରେ ପୁରୀ ଅଭିମୁଖେ ବାହାରି ପୁରୀ ସ୍ୱର୍ଗଦ୍ୱାରର ସ୍ବର୍ଗତ ସବିତା ପୃଷ୍ଟିଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ସ୍ବର୍ଗତ ସବିତା ପୃଷ୍ଟିଙ୍କ ଦେହାନ୍ତ ଖବର ଜାଣିବା କ୍ଷଣି ସମସ୍ତ ସାମ୍ବାଦିକ ମହଲରେ ଶୋକ ଛାୟା ଖେଳିଯାଇଛି ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *