July 4, 2025
Home » ବହୁ ଦିନର ଅପେକ୍ଷା ପୂରଣ ହେଲା ଦେଓଗଡ଼ ଜିଲ୍ଲା CRP ମହିଳା ମାନଙ୍କ ର ଖୁସିର ଲହରୀ

ବହୁ ଦିନର ଅପେକ୍ଷା ପୂରଣ ହେଲା ଦେଓଗଡ଼ ଜିଲ୍ଲା CRP ମହିଳା ମାନଙ୍କ ର ଖୁସିର ଲହରୀ

0
deba khusi

ସାରା ରାଜ୍ୟ ର CRP ମାନଙ୍କ ଦୀର୍ଘ ଦଶ ମାସ ର ବକେୟା ରାଶି ପାଇଥିବାରୁ ବହୁତ ଖୁସିର ଲହରୀ ଦେଖିବାକୁ ମିଳୁଥିବା ବେଳେ ଆଜି ଦେଓଗଡ଼ ଜିଲ୍ଲା ର ଶତାଧିକ CRP ମହିଳା ମାନଙ୍କ ସମର୍ଦ୍ଧନା ସଭା ସବ୍ୟ ପୀଠ ଝାଗଡ଼େଶ୍ୱର ମନ୍ଧିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ସଭା ହୋଇଯାଇଛି, ସମ୍ୱର୍ଦ୍ଧନା ସଭାରେ ରାଜ୍ୟ ସରକାର ଲୋକ ଙ୍କ ସରକାର ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ଓ ଉପ ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମହୋଦୟା ଙ୍କୁ ଧନ୍ୟବାଦ ଜଣାଇବା ସହିତ ଦେଓଗଡ ଜିଲ୍ଲା ନୂତନ ବିଜେପି ଜିଲ୍ଲା ସଭାପତି ତଥା ସମ୍ବଲପୁର ସାଂସନ୍ଦ ଙ୍କ ପ୍ରତିନିଥି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ ଙ୍କୁ ସମ୍ୱର୍ଦ୍ଧନା ସଭା ଓ ବହୁଦିନର ଅପେକ୍ଷା କରିଥିବା ପାଉଣା ରାଶି ମିଳିଥିବା CRP ମହିଳା ମା ମାନେ ଧନ୍ୟବାଦ ଜଣାଇ ଥିଲେ,

ଅନୁଷ୍ଠିତ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା DCC ସମ୍ପାଦକ ସୁଜିତ କୁମାର ପ୍ରଧାନ ବିଜେପି ଯୁବ ନେତା ଭଳେଶ୍ୱର ପ୍ରଧାନ ଓ ସମିତି ସଭ୍ୟ ମୁନସୁନ ସାହୁ ମଧ୍ୟ୍ୟ ଉପସ୍ଥିତ ଥିଲେ l

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *