ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୩୦ଟି ଓଡ୍ରାଫ, ୫ଟି ଏନ୍.ଡି.ଆର.ଏଫ, ୧୨୩ଟି ଅଗ୍ନିଶମ ଦଳ ନିୟୋଜିତ ୨୦୪୮ ଆଶ୍ରୟସ୍ଥଳ ପ୍ରସ୍ତୁତ, ୧୧,୩୯୬ ଜଣ ସ୍ଥାନାନ୍ତରିତ,ଆବଶ୍ୟକ ହେଲେ ଆଉ ୩୦,୫୫୪ ଜଣଙ୍କୁ ସ୍ଥାନାନ୍ତରିତ କରାଯିବ ୨୬୯୩ ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ବିପଦ ସଂକୁଳ ସ୍ଥାନ ମାନଙ୍କରେ ଜଣେ ବି ଲୋକଙ୍କୁ ଛାଡ ନାହିଁ, ସମସ୍ତଙ୍କୁ ଆଶ୍ରୟସ୍ଥଳକୁ ନିଅ- ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବାତ୍ୟା ପରେ, ଯଥା ସମ୍ଭବ ଫସଲ କ୍ଷତି ଆକଳନ କରି ଚାଷୀ ମାନଙ୍କୁ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଜିରୋ କାଜୁଆଲ୍ଟି ଆମର ଲକ୍ଷ୍ୟ, ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ-ମୁଖ୍ୟମନ୍ତ୍ରୀ
