July 1, 2025
Home » ବାଲି ମାଫିଆଙ୍କ ପାଦୃଭାବ ବୃଦ୍ଧି ପ୍ରଶାସନିକ ନିରବଦ୍ରଷ୍ଟା _

ବାଲି ମାଫିଆଙ୍କ ପାଦୃଭାବ ବୃଦ୍ଧି ପ୍ରଶାସନିକ ନିରବଦ୍ରଷ୍ଟା _

0
WhatsApp Image 2024-11-23 at 3.45.27 PM

ଫୁଲବାଣୀ ଇ ପି ଏ _ କନ୍ଧମାଳ ଜିଲ୍ଲା ରେ ଟିକାବାଲି ଓ ଚକାପାଦ ବ୍ଲକ ଅଧିନସ୍ଥ ଦୁଇଟି ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି।ରାତି ଦୀନ ବାଲି ବୋଝେଇ ଟ୍ରକ , ଟ୍ରାକଟର ରେ କାହାରିକୁ ଭ୍ରୂକ୍ଷେପ ନକରି ନଦୀରୁ ବାଲି ବୁହାଯାଉଥିବା ସ୍ଥାନୀୟ ଜନସାଧାରଣ ଦୃଢ଼ ଦାବି କରୁଥିଲେ ମଧ୍ୟ ତହସିଲଦାର ମାନେ ନିରବ-? କାରଣ ଆଉ ତହସିଲଦାର ଙ୍କ ପାଓର ନାହଁ।ଏବେ କେବଳ ମାଇନିଙ୍ଗି ବିଭାଗର ବାଲି ଧରିବାକୁ ନିଦ୍ଧେର୍ଶ ରହିଛି। କନ୍ଧମାଳ ଜିଲ୍ଲା ରେ ମାନିଙ୍ଗି ଅଫିସ କେଉଁ ଠାରେ ଅଛି-? ତାହା ମଧ୍ୟ ସାଧାରଣ ରେ ଲୋକେ ଜାଣିନଥିବା ପ୍ରାଞ୍ଳଳ ଭାବରେ ଖୋଲା ଖୋଲି କହୁଛନ୍ତି। ଯେଉଁ ଭଳି ଭାବରେ ସରକାର ଙ୍କୁ ବାଲି ମାଫିଆ ମାନେ ଟିକସ ଠକିବା ଓ ଏହି ଭଳି ଭାବରେ ନଦୀରୁ ବାଲି ଚାଲାଣ ରୋକା ନଗଲେ ଆଗାମି ପିଢ଼ି ପାଇଁ ବାଲି ଅଭାବ ଦେଖା ଦେଖାଦେବ,ବାଲି ଟେଣ୍ଡର ନଥାଇ ଯେଉଁ ଭଳି ଭାବରେ ପଞ୍ଚାୟତ ରେ ଥିବା ଟ୍ରାକ୍ଟର ମାଲିକ ମାନେ ପ୍ରଶାସନିକ ଆଖି ରେ ଧୂଳି ପକାଇ ବାଲି ଲୁଟି ନେଉଛନ୍ତି।ବାଲି ମାଫିଆ ମାନେ ସକ୍ରିୟ ସୋଇସାରିଛନ୍ତି।ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଲି ଗାଡ଼ି ଗୁଡ଼ିକ ଧରପଗଡ କରିବାକୁ ସାଧାରଣ ରେ ଦୃଢ଼ ଦାବି ହେଉଛି l

ପ୍ରମୋଦ କୁମାର ନାୟକ ଫୁଲବାଣୀ ଇ ପି ଏ

Leave a Reply

Your email address will not be published. Required fields are marked *