July 5, 2025
Home » ବାଲି ଯାତ୍ରରେ ଭାଗବତ ଟୁଙ୍ଗି
WhatsApp Image 2024-11-18 at 9.01.46 AM

ତିର୍ତୋଲ ସ୍ଥିତ ଚେରି ତୋଲ ବାଲିଯାତ୍ରା ରେ ରାମାୟଣୀ ପଣ୍ଡିତ ଅଭୟ ଦଶ (ବୁଲୁ ନନା ) ସହଯୋଗରେ ଭାଗବତ ଟୁଙ୍ଗି ଉଦଘାଟିତ ହୋଇ ଯାଇଛି, ଏହାକୁ
ପଦ୍ମଶ୍ରୀ ବାବା ବଲିଆ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ, ଏହି ଭାଗବତ ଟୁଙ୍ଗି ଉଦଘାଟନ କାର୍ଯ୍ୟ କର୍ମରେ ମୁଖ୍ୟ ଅତିଥି ଭାବେ ଚେରିତୋଲ ବାଲିଯାତ୍ରା କମିଟି ସଭାପତି ତଥା ତିର୍ତୋଲ ବିଧାୟକ ଡ଼. ରମାକାନ୍ତ ଭୋଇ ଓ ବାବା ସଦାନନ୍ଦ ଯୋଗଦେଇ ଥିଲେ, ଅନ୍ୟମାନଙ୍କ ମଧ୍ୟରେ ତିର୍ତୋଲ ସରପଞ୍ଚ, ସମିତି ସଭ୍ୟ ପଂଚାୟତ ସମିତି ଅଧକ୍ଷ୍ୟ ମନୋଜ ବେହେରା, ପ୍ରମୁଖ ଯୋଗ ଦେଇ ଥିଲେ,ପ୍ରତି ବର୍ଷ ବୁଲୁ ନନା ଙ୍କ ଦ୍ୱାରା ଏହି ଭାଗବତ ଟୁଙ୍ଗି ବାଲି ଯାତ୍ରାରେ ପ୍ରତିଷ୍ଠା କରାଯାଇ ଭଗବାନ ବାସୁଦେବ ଙ୍କୁ ପୂଜାର୍ଚନା କରାଯାଥାଏ, ଯଦ୍ୱାରା ଭଗବାନ ଙ୍କ କୃପା ଲାଭ ହୁଏ ବୋଲି ବିଶ୍ୱାସ ରହିଛି, ଯାହାକୁ ରମାୟଣୀ ପଣ୍ଡିତ ଅଭୟ ଦଶ (ବୁଲୁ ନନା ) ଆୟୋଜନ କରି ଥାନ୍ତି l

tirtol ru scribacha padhi nka report

Leave a Reply

Your email address will not be published. Required fields are marked *