ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷ କୁ ସ୍ୱାଗତ

ଆନ୍ତର୍ଜାତିୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷ କୁ ସ୍ୱାଗତ କରି ସାରା ବିଶ୍ୱ କୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି | ସେ ତାଙ୍କ ବାଲୁକା କଳା ରେ ବିଶ୍ୱ କୁ Happy New Year 2025 ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି | ଇଂରାଜୀ ନୂତନ ବର୍ଷ ସମସ୍ତ ଙ୍କ ଜୀବନ ରେ ସୁଖ ସମୃଦ୍ଧି ରେ ପରିପୂର୍ଣ୍ଣ ହେଉ | ପ୍ରଭୁ ଜଗନ୍ନାଥ ଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ | ଏହି ବାଲୁକା କଳା ଟି ୨୦ ଫୁଟ ଓସାର ବିଶିଷ୍ଟ | ଏଥିରେ ୧୦ ଟନ ବାଲି ଉପଯୋଗ କରା ଯାଇଛି | ଏହାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା |
puri epa ru soubhagya pattanayak nka report