July 4, 2025
Home » ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ

ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ

0
WhatsApp Image 2025-07-02 at 12.21.54 PM

ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ ୦୧ ଜୁଲାଇ ଠାରୁ ୦୭ ଜୁଲାଇ ପର୍ଯ୍ୟନ୍ତ ବନ ମହୋତ୍ସବ ଅବସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ଗାନ୍ଧୀ ନଗର ସ୍ଥିତ ୧୦ ଲାଇନ୍ ଠାରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଅଛି ବିଭିନ୍ନ କିସମର ରାଧାଚୁଡା, କୃଷ୍ଣଚୁଡା, ନିମ, ବଉଳଏହିପରି ପ୍ରାୟ ୫୦ ଟି ଗଛ ଲଗା ଯାଇ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା ।

ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଯୋଗଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ କର୍ପୋରେଟର ସୋନାଲି ଗନ୍ତାୟତ, ଗୀତା ରାଣୀ ପଣ୍ଡା, ଦୂର୍ଗା ଲାୟକ, ରଞ୍ଜିତା ବେହେରା , ଟି ତ୍ରପତି ପାତ୍ର,ସମତୀ ସଭ୍ୟ କାହ୍ନୁଚରଣ ପାତ୍ର, ପୂର୍ବତନ କର୍ପୋରେଟର ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଦୁର୍ଗା ପଣ୍ଡା, ସୁଶାନ୍ତ କୁମାର ସାବତ, ଅଜିତ ପଣ୍ଡା, ମୁକୁନ୍ଦ ଗୌଡ଼, କୈଳାସ ପଟ୍ଟନାୟକ,ଭି ଏଙ୍କାଟି ରେଡ୍ଡୀ, ସ୍ବେତାରେଖା ତ୍ରିପାଠୀ,ପ୍ରଭାକର ମହାନ୍ତି, ଏମ୍ ସୁଜାତା ପାତ୍ର,ବଳରାମ ପାତ୍ର, ପ୍ରସାଦ ପାତ୍ର, ଜନାର୍ଦ୍ଦନ ପାତ୍ର, ନିରଞ୍ଜନ ଜେନା,ପଙ୍କଜ ସାବତ, ଜିତେନ୍ଦ୍ର ପଟ୍ଟନାୟକ, ପ୍ରମୋଦ ମହାରଣା, କୋମଳ ପାତ୍ର, ଶତ୍ୟଜିତ ମହାରଣା, ଅରୁଣ କୁମାର ମିଶ୍ର, କିଶୋର କୁମାର ଦଳେଇ, ବବି ପଣ୍ଡା, ସରୋଜ ପଣ୍ଡାଙ୍କ ସମେତ ବହୁ ବୃକ୍ଷ ପ୍ରେମୀ ଯୋଗଦେଇଥିଲେ।

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *