July 6, 2025
Home » ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ

ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ

0
WhatsApp Image 2025-07-06 at 11.27.14 AM

ବ୍ରହ୍ମପୁର ବିଜୁ ଜନତା ଦଳ ତରଫରୁ ବନ ମହୋତ୍ସବ ଅବସରରେ ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ପବିତ୍ର ବାହୁଡ଼ା ଯାତ୍ରା ଉପଲକ୍ଷେ ଆଙ୍କୁଳି ସ୍ଥିତ ଶ୍ରୀହରି ନଗର ସାହି ମାନଙ୍କରେ ଶ୍ରୀ ମହିଳା ସଂଘ ଶ୍ରୀ ହରି ନଗରଙ୍କ ସାହି ବାସିନ୍ଦା ଙ୍କ ସହଯୋଗରେ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି ଅଞ୍ଚଳରେ ପ୍ରାୟ ୨୦୦ଟି ବୃକ୍ଷ ରୋପଣ କରାଯିବା ସହ ମୂଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡକ୍ଟର ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ,କର୍ପୋରେଟର ମଳୟ ବିଷୋୟୀ, ପୂର୍ବତନ କର୍ପୋରେଟର ଶାନ୍ତି ଦାସ, ଭିଷ୍ମାଚାର୍ଯ୍ୟ ଚୌଧୁରୀ , ସମିତି ସଭ୍ୟ କାହ୍ନୁଚରଣ ପାତ୍ର, ଲକ୍ଷ୍ମଣ ଚୌଧୁରୀ, ସୁନ୍ୟଚନ୍ଦ୍ର ଦାସ, ମୁକୁନ୍ଦ ଗୌଡ଼, ବିନୋଦ ଚନ୍ଦ୍ର ମିଶ୍ର, ଅନିମା ମିଶ୍ର, ମାଳତୀ ମହାରଣା, ରିନା ନାୟକ, କେ ଏଙ୍କାଟି ରେଡ୍ଡୀ, ପ୍ରଭାକର ମହାନ୍ତି, କିଶୋର ଦଳେଇ, ଜୁଲି ସାହୁ, ସ୍ମିତା ରାଣୀ ଗୌଡ଼, ଗାୟତ୍ରୀ ଜେନା, ସିମାଞ୍ଚଳ ଭଞ୍ଜ, ନିରଞ୍ଜନ ସ୍ବାଇଁ, ସାହେବ ମହାରଣା, ଜନାର୍ଦ୍ଦନ ପାତ୍ର, ଡି ପ୍ରମୋଦ ପାତ୍ର, ପ୍ରସାଦ ପାତ୍ର, ମହେଶ୍ୱର ଦାସ, ପ୍ରଦୀପ ବେହେରା, ଶରତ କୁମାର ଜେନାଙ୍କ ସମେତ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟା ଓ ଅଞ୍ଚଳ ବାଶୀ ବୃକ୍ଷ ରୋପଣରେ ସହଯୋଗ କରିଥିଲେ

ବ୍ରହ୍ମପୁରରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *