ବିଜେପି ଯୁବମୋର୍ଚ୍ଚା ପକ୍ଷ ରୁ ରାହୁଲ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ
ସଂସଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବରିଷ୍ଠ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଧକ୍କା ଦେଇ ଲହୁଲୁହାଣ କରିଥିବା ଘଟଣା କୁ ନେଇ ବିଜେପି ପକ୍ଷ ରୁ ଦେଶବ୍ୟପୀ ତୀବ୍ର ବିରୋଧ ହେବାକୁ ଲାଗିଛି l
ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରଯାଇଛି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ । ବଲାଙ୍ଗିର ଜିଲ୍ଲା ଯୁବ ମୋର୍ଚ୍ଚା ସଭପତି ଅମରଜିତ ପଟେଲ ଙ୍କ ନେତୃତ୍ୱ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିବା ସହ ସାଂସଦ ପଦରୁ ବହିଷ୍କାର କରିବାକୁ ଦାବୀ କରିଛନ୍ତି !
ବଲାଙ୍ଗୀର ଇପିଏ ରୁ ନବୀନ ପଶାୟତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )