October 23, 2025
Home » ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ।

ବିଭିର୍ଣ୍ଣ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ।

0
WhatsApp Image 2025-09-05 at 1.29.14 PM

 

 

ପୁରୀ.: ଆଜି ସର୍ବପଲ୍ଲୀ ରାଧାକ୍ରୀଷ୍ମନ ଙ୍କ ଜୟନ୍ତୀ ଦିବସ କୁ ଗୁରୁଦିବସ ରୂପେ ପାଳିତ ହୋଇ ଆସୁଛି। ଆଜି ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଗୁଡିକରେ ଗୁରୁଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜନିଜ ଶିକ୍ଷନୁସ୍ଥାନକୁ ଯାଇ ରାଧାକୃଷ୍ଣଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗୁରୁମାନଙ୍କୁ ଫୁଲଚନ୍ଦନ ଦେଇ ଗୁରୁ ପୂଜା କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ନୁର୍ତ୍ୟ ଗୀତ ପ୍ରତିଯୋଗିତା କରାଯାଇଥିଲା। ସନ୍ତୋଷୀ ଇଂଲିଶ ମିଡ଼ିଅମ ବିଦ୍ୟାଳୟର ସମ୍ପାଦିକା ସୁବାସିନୀ ବଳିୟାର ସିଙ୍ଗ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ସୂଚନା ଦେବାସହ ଛାତ୍ର ଛାତ୍ରୀମାନେ ରାଧାକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଭଲ ମଣିଷ ଭାବେ ଗାଧିତଳିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ସାମସବ କାମ୍ପୁଟର ସେଣ୍ଟର, ସରସ୍ବତୀ ପାଣିଗ୍ରାହୀ ଶିଶୁଶଂସାର, ତାପବନ, ଜଗନାଥ ଶିଶୁଵିହାର ସାରସ୍ୱତ ବିଦ୍ୟା ମନ୍ଦିର ସମେତ ବିଭିର୍ଣ୍ଣ ଶିକ୍ଷନୁସ୍ଥାନରେ ଗୁରୁଦିବସ ପାଳିତ ହୋଇଯାଇଛି, ସେଠାରେ ଅନୁଷ୍ଠାନ ତରଫରୁ ମିଷ୍ଟାନ ବଣ୍ଟନ କରାଯାଇରହିଲା।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *