November 12, 2025
Home » ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ ପାଳିତ

ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ ପାଳିତ

0
WhatsApp Image 2025-08-03 at 6.19.48 PM

ଭୁବନେଶ୍ୱର :ଓଡ଼ିଶାର ଜନାଦୃତ ଜନନେତା, ଓଡିଶା ରାଜନୈତିକ ଆକାଶରେ ଏକ ଜାଜ୍ଜ୍ବଲ୍ୟମାନ ପ୍ରତିଭା, ଓଡିଶା ର ପୂର୍ବତନ ଖାଦ୍ୟ,ଯୋଗାଣ, ଆଇନ୍,ଶ୍ରମ, ନିଯୁକ୍ତି, ଗୃହ ନିର୍ମାଣ, ସଂସ୍କୃତି, ରାଜସ୍ୱ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ର ମନ୍ତ୍ରୀ,ପୂର୍ବତନ ଆନ୍ଧ୍ରପ୍ରଦେଶ ଓ ଛତିଶଗଡର ରାଜ୍ୟପାଳ ବରେଣ୍ୟ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଜନ୍ମ ଦିନ ରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ହରିଚନ୍ଦନଙ୍କ ଦ୍ରି୍ଘାୟୁ କାମନା କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଶୁଭକାମନା କରାଯାଉଛି. ଏଥିରେ ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, ରଶ୍ମୀ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *