April 25, 2025
Home » ବୁଢ଼ାପାଳ କ୍ରିକେଟ୍ ଟ୍ରୁର୍ଣ୍ଣlମେଣ୍ଟ କପ

ବୁଢ଼ାପାଳ କ୍ରିକେଟ୍ ଟ୍ରୁର୍ଣ୍ଣlମେଣ୍ଟ କପ

0

ଦେଓଗଡ଼ ଜିଲ୍ଲା ଅନ୍ତର୍ଗତ ରିଆମାଳ ବ୍ଲକ ର ବୁଢ଼ାପାଳ କଲେଜ ଖେଳ ପଡିଆ ଠାରେ ବୁଢ଼ାପାଳ କ୍ରିକେଟ କପ ଅନୁଷ୍ଟିତ। ଫ୍ରେଣ୍ଡସ କ୍ଲବ ଦ୍ଵାରା ଆୟୋଜିତ ବୁଢ଼ାପାଳ କ୍ରିକେଟ କପ ସାତ ଦିନିଆ କ୍ରିକେଟ ଖେଳ ଅନୁଷ୍ଟିତ ହୋଇଥିଲା ବେଳେ। ମକର ସଂକ୍ରାନ୍ତି ଦିନ ଫାଇନାଲ କ୍ରିକେଟ ଟ୍ରୂର୍ଣ୍ଣlମେଣ୍ଟ ଖେଳ ଅନୁଷ୍ଟିତ ହୋଇଥିଲା। ଅନୁଷ୍ଟିତ କ୍ରିକେଟ କପ ରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା ମହୋଦୟ।

ସମ୍ମାନୀତ ଅତିଥି ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ତଥା ସମ୍ୱଲପୁର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ଅରୁଣ କୁମାର ସାହୁ ମହୋଦୟ। ଓସିଏ ସମ୍ପାଦକ ଶ୍ରୀ ସୁଜିତ କୁମାର ପ୍ରଧାନ ମହୋଦୟ। ବରିଷ୍ଠ ସାମ୍ବାଦିକ ଅଶୋକ ନନ୍ଦ ମହୋଦୟ।IIC କୁଣ୍ଡେଇଗୋଲା। ବାମଣ୍ଡା କ୍ରିକେଟ ସମ୍ପାଦକ ଶ୍ରୀ ସତ୍ୟ ନାରାୟଣ ପାଣି ମହୋଦୟ। ଯୁବ ସମିତି ସଭ୍ୟ ଶ୍ରୀ ମୁନସୁନ ସାହୁ ମହୋଦୟ। ପୂର୍ବ ତନ ବିଧାୟକ ଶ୍ରୀ ସୁବାଷ ପାଣିଗ୍ରାହି ମହୋଦୟ। ବୁଢ଼ାପାଳ କ୍ରିକେଟ କପ ଫାଇନାଲ ଖେଳ ରେ ଯୋଗଦାନ କରି ଖେଳାଳି ବୃନ୍ଦ ମାନଙ୍କୁ ପୁରସ୍କାର ବିତରଣ ପ୍ରଦାନ କରିଥିଲେ। ଫାଇନାଲ କ୍ରିକେଟ ଖେଳ ରେ ସମ୍ବଲପୁର କ୍ରିକେଟ ଟିମ୍ ସହିତ ଅନୁଗୁଳ କ୍ରିକେଟ ଟିମ୍ ମଧ୍ୟରେ ଖେଳ ଜାରି ରହିଥିଲା ବେଳେ ସମ୍ବଲପୁର ଦଳ ଅନୁଗୁଳ ଦଳକୁ ହରାଇ ବିଜୟୀ ହାସଲ କରିଥିଲେ। ଅନୁଷ୍ଟିତ କ୍ରିକେଟ କପ ରେ ହଜାର ହଜାର ଦର୍ଶକ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *