ବ୍ରେକୋରି ୟୁନିଟ୍ ଉଦ୍ଘାଟିତ
ଭୁବନେଶ୍ବର- ସ୍ଥାନୀୟ ଜାଗମରା ମଲ୍ଲିକ୍ କମ୍ପ୍ଲେକ୍ସ୍ ନୂଆରାସ୍ତା ପାର୍ଶ୍ବରେ ଯୁବ ଶିଳ୍ପଦ୍ୟୋଗୀ ପ୍ରୋପାଇଟର ଯଶୋବନ୍ତ କରଙ୍କର ଏକ ନୂତନ ବ୍ରେକୋରି ୟୁନିଟ୍ ସ୍ତମ୍ଭକାର ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟିତ ହୋଇଯାଇଛି l

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ମିଲି ଅପା, ସମାଜିକ କର୍ମୀ ବିଦୁସ୍ମିତା,କଂସା ପିତଳ ଐତିହ ଗବେଷକ ସୁଦର୍ଶନ ସାହୁ,କବି ମାନଗୋବିନ୍ଦ ବାରିକ୍ , ଶାନ୍ତନୁ ରାୟଗୁରୁ, କୃଷ୍ଣ ପ୍ରସାଦ ଜେନା, ଦୟାନିଧି କର ପ୍ରମୂଖ ଉପସ୍ଥିତ ଥିଲେ l
