December 19, 2025
Home » ବ୍ଲକ ସ୍ତରୀୟ 42 ତମ ଶିଶୁ ଉତ୍ସବ

ବ୍ଲକ ସ୍ତରୀୟ 42 ତମ ଶିଶୁ ଉତ୍ସବ

0
WhatsApp Image 2025-12-05 at 8.59.46 PM

ବ୍ଲକ ସ୍ତରୀୟ 42 ତମ ଶିଶୁ ଉତ୍ସାବ ostta ତରଫରୁ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଶ୍ରୀ ସାଲେଶ୍ୱର ସ୍ଵପ୍ନେଶ୍ଵର ଦେବ ବିଦ୍ୟା ପୀଠ,ଅଣ୍ଡା ଗ୍ରାମ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ 29 ଟି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ନୃତ୍ୟ କଣ୍ଠ ସଂଗୀତ, ଏକକ ଅଭିନୟ ଚିତ୍ରାଙ୍କନ, ଆଦି ରେ ଯୋଗ ଦେଇ ପ୍ରଥମ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରୀୟ କୁ ଯିବା ପାଇଁ ଉତୀର୍ଣ୍ଣ ହୋଇଛନ୍ତି,

ଏଥିରେ ମୁଖ୍ୟ ଅତିଥି ଭାବେ sofitorium collage ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ostta ର ସମ୍ପାଦକ ସୁଧାକର ମହାପାତ୍ର, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ରାଜ୍ୟ ସମ୍ପାଦକ ରମାକାନ୍ତ ମହାପାତ୍ର, ଏହାକୁ ସୁଚାର ରୂପେ ପରିଚାଳନା କରିଥିଲେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଏଂବ ବିଦ୍ୟାଳୟ ର SMC chairman ବିରୋଜିନୀ ସାମନ୍ତରାୟ ଓ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ ଶେଷରେ ଖୋର୍ଦ୍ଧା ବ୍ଲକ ostta ସଭାପତି ତଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଣେଶ ପୃଷ୍ଟି ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *