ଭିନ୍ନ ଧରଣର ଓଡିଆ ଚଳଚ୍ଚିତ୍ର ରାକେଟ ମୁକ୍ତିଲାଭ

ଓଡ଼ିଆ ଚଳଚ୍ଚିତ୍ରର ଦିନକୁ ଦିନ ମାନ ବଢ଼ିବାରେ ଲାଗିଲା ବେଳେ ତାହାକୁ ମଜବୁତ୍ କରିବାକୁ ଆଉ ଗୋଟିଏ ଭିନ୍ନ ଧରଣର ଓଡିଆ ଚଳଚ୍ଚିତ୍ର ରାକେଟ ମୁକ୍ତିଲାଭ କରିଛି ତେବେ ଏହି ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକାରେ ନର୍ମତା ଥାପା ହେମନ୍ତ ପାତ୍ର ଓ ଦୁଷ୍ମନ୍ତ ଅଭିନୟ କରିଥିବା ବେଳେ ପ୍ରଯୋଜନା ରେ ହେମନ୍ତ ପାତ୍ର ଅଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି ସଂଗ୍ରାମ ମହାନ୍ତି ତେବେ ଚଳଚ୍ଚିତ୍ରଟିର ଗୀତକୁ ମୁଜିକ୍ ଦେଇଛନ୍ତି ପ୍ରେମ୍ ଆନନ୍ଦ
ତେବେ ଦର୍ଷକଙ୍କ ଠୁ ଜାଣିବାକୁ ପାଇଲୁ ଚଳଚ୍ଚିତ୍ରଟି ବହୁତ୍ ଭଲ ଲାଗୁଥିଲା ବେଳେ ଚଳଚିତ୍ର ଟି ଗୋଟିଏ ୟୁନିକ କାହାଣୀକୁ ନେଇ ନିର୍ମିତ ହୋଇଛି
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )