October 23, 2025
Home » ଭିନ୍ନ ଭିନ୍ନ ଶିଶୁ ବିଦ୍ୟାମନ୍ଦିର ରେ ଆତ୍ମବୋଧ ପୁସ୍ତକ ଲୋକାର୍ପିତ l

ଭିନ୍ନ ଭିନ୍ନ ଶିଶୁ ବିଦ୍ୟାମନ୍ଦିର ରେ ଆତ୍ମବୋଧ ପୁସ୍ତକ ଲୋକାର୍ପିତ l

0
WhatsApp Image 2025-09-21 at 11.49.29 AM

ସୁବର୍ଣ୍ଣପୁର: ବରଗଡ,ପଦମ୍‌ପୁର୍‌, ଗାଇସିଲେଟ୍‌,ଖଏର୍‌ପାଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ କୋସଲି କୁଇନ୍‌ ନାରୀରତ୍ନ ମୀରା ବାଈ ପାଣିଗ୍ରାହୀ ଙ୍କ ର ଜୀବନଜ୍ଞାନ ପୁସ୍ତକ “ଆତ୍ମବୋଧ” ପୁସ୍ତକ କୁ ଉନ୍ମୋଚନ କରିଛନ୍ତି ଶିଶୁମନ୍ଦିରର ସବୁ ଗୁରୁଜୀ,ଗୁରୁମା। ଏଥସହ ଭିନ୍ନ ଭିନ୍ନ ଶିଶୁ ବିଦ୍ୟାମନ୍ଦିର ରେ ତାଙ୍କ ପୁସ୍ତକ ଲାଇବ୍ରେରୀ ରେ ସ୍ଥାନ ଦିଆଯାଇଛି। କଦମ୍‌ପଡା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ କବି ସନାତନ ମିଶ୍ର, ତ୍ରିନାଥ କ‌ଅଁର
ସାଧୁ ଚରଣ ନାଏକ,ସରୋଜ କୁମାର ମିଶ୍ର,ପ୍ରଦୀପ ମେର୍ଲି,ସଞ୍ଜୟ ମିଶ୍ର,ରାଜେନ୍ଦ୍ର ମେହେର,ପରମାନନ୍ଦ ଠେଲା,ରଶ୍ମି ମିଶ୍ର,କଲ୍ୟାଣୀ ପଣ୍ଡା ଓ ଅନ୍ୟ ଗୁରୁଜୀ, ଗୁରୁମା ଆତ୍ମବୋଧ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ପିଲାଙ୍କ ପାଇଁ ବେଶ ଶିକ୍ଷଣୀୟ ହେବ ବୋଲି କହିଛନ୍ତି।ଏଥିସହ ମୀରାବାଈ କୁ ଶୁଭେଚ୍ଛା ଜଣାଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *